ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

. ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ମରାମତି କାମ ଚାଲଛି 

  ମୟୂରଭଞ୍ଜ -୨୯/୦୪ //  କାଗଜ କଲମରେ ମାଳ ମାଳ ଯୋଜନା। କେତେ କ’ଣ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିପୁଳ ରାଜସ୍ବ ବି ଖର୍ଚ୍ଚ କରୁଛନ୍ତି ତା’ର ପ୍ରକୃତ ରୂପ ଯେ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ।ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ପଞ୍ଚାୟତ ର କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ବିନା ସୂଚନା ଫଳକ ରେ କାମ ଚାଲିଛି। ଏବେ ସରକାର ନିୟମ ମାନି ଅଙ୍ଗନବାଡି କେନ୍ଦ୍ର ବନ୍ଦ ଅଛି l ବିନା ବୋର୍ଡ଼ ରେ କାମ ହେଉଛି ମାନେ କେତେ ଭଲ କାମ କରୁଛନ୍ତି ତା ଭଗବାନ ଙ୍କୁ ହିଁ ଜଣା lଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦିକା କାମ ଚାଲିଛି ବୋଲି ଗ୍ରାମବାସୀ କହୁଛନ୍ତି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ  ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ – ଜିଲ୍ଲାପାଳ 

masiha

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

Leave a Comment

error: Content is protected !!