ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ଓ ଗଣିତ ପ୍ରତିଯୋଗିତା ଉତ୍ସବ 

ବିଜ୍ଞାନ ଓ ଗଣିତ ପ୍ରତିଯୋଗିତା ଉତ୍ସବ 

କର୍ଲାମୁଣ୍ଡ: ଏହି ବ୍ଲକ ରେଗେଡା ପଞ୍ଚାୟତ ଜଗଦୀଶ ଉ ପ୍ରା ବିଦ୍ୟାଳୟ ଠାରେ ବିଜ୍ଞାନ ଓ ଗଣିତ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ଶ୍ରୀଯୁକ୍ତ ଗୋଲକ ବିହାରୀ ମନ୍ତ୍ରୀ ଉପସ୍ଥିତ ଥିବାବେଳେ ସ୍କୁଲ ସଭାପତି ଶ୍ରୀଯୁକ୍ତ ସେନାପତୀ ବଗର୍ତି, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଖିରସାଗର ସାହୁ, ସହ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥବ ସାହୁ, ଶ୍ରୀଯୁକ୍ତ କୁଞ୍ଜବିହାରୀ ପଟ୍ଟନାୟକ, ଶ୍ରୀଯୁକ୍ତ ଈଶ୍ୱର ମହାକୁର, ଶ୍ରୀଯୁକ୍ତ ପ୍ରଭାବ ରଞ୍ଜନ ବନଛୋରଙ୍କ ଉପସ୍ଥିତିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତେକ ଶ୍ରେଣୀରୁ ୪ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୁରୁ ଭକ୍ତ ସମ୍ମିଳନୀ ରେ ଦଶ ହଜାର ଭକ୍ତ ଯୋଗ ଦେଲେ 

Sunil Chandra Nayak

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ 

Sunil Chandra Nayak

ଆରମ୍ଭ ହେଲା ପବିତ୍ର ରମଜାନ ମାସ

Sunil Chandra Nayak

Leave a Comment

error: Content is protected !!