ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥଙ୍କ ସଫଳତା:ମାଟ୍ରିକ ପରୀକ୍ଷା ରେ ରାଜ୍ୟରେ ପ୍ରଥମ 

ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥଙ୍କ ସଫଳତା:ମାଟ୍ରିକ ପରୀକ୍ଷା ରେ ରାଜ୍ୟରେ ପ୍ରଥମ 

ନବରଙ୍ଗପୁର:(୫|୫)(ରବି ନାରାୟଣ ମହାନ୍ତି)ମାଟ୍ରିକ ପରୀକ୍ଷାରେ ୯୭.୩୩ ପ୍ରତିଶତ ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ନେଇଥିବା ଛାତ୍ରୀ ବବିତା ରଥଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତାଙ୍କ ଏ ସଫଳତା ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରtଣାର ଉତ୍ସ ହେବ। ବବିତାଙ୍କ ସୁନ୍ଦର ଭବିଷ୍ୟତ କାମନା କରୁଅଛି। ମନ ଦେଇ ପାଠ ପଢିଲେ ଅସମ୍ଭବ ସମ୍ବବ ହେବ ଏଥିରେ ସନ୍ଦେହ ର ଅବକାଶ ନାହିଁ l ଏଣୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ମନ ଦେଇ ପଢ଼ନ୍ତୁ ସଫଳତା ଶୀର୍ଷ ରେ ଉଠନ୍ତୁ, ଏହାହିଁ କାମନା କରେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ୟୁତ ଆଘାତରେ ତିନି ଦଣ୍ଡୁଆ ମୃତ

Sunil Chandra Nayak

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

masiha

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା

masiha

Leave a Comment

error: Content is protected !!