ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁ ବାବୁ ଜୟନ୍ତୀ ଓ    ଓକିଲ ଦିବସ ପାଳିତ

ଭବାନିପାଟଣା -: ଆଜି ମଧୁ ବାବୁ ଜୟନ୍ତୀ ଓ    ଓକିଲ ଦିବସ ଅବସରରେ ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳନ କରାଯାଇଥିଲା। ଉପସ୍ଥିତ ବରିଷ୍ଠ ଆଇନଜୀବୀ ମାନେ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ସ୍ମୃତି ଚାରଣ କରିବା ସହ ସେ ଦେଖେଇ ଯାଇଥିବା ପଥ କୁ ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ ।

.

Related posts

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

Sunil Chandra Nayak

ସଂସ୍କୃତଭାଷା ତଥା ସଂସ୍କୃତ ମାତାର ସୁରକ୍ଷା ପାଇଁ ଆଲୋଚନା

Sunil Chandra Nayak

ମସିହା ର ପ୍ରତିନିଧି ପ୍ରହଲ୍ଲାଦ ମୁଦୁଲି ତାଳଚେର ରେ ହେଲେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!