ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚୁଳିଆ ଗ୍ରାମରେ ମା ତାରିଣୀ ମନ୍ଦିରର ରତ୍ନମୂଦ

ଚୁଳିଆ ଗ୍ରାମରେ ମା ତାରିଣୀ ମନ୍ଦିରର ରତ୍ନମୂଦ

 କାମାକ୍ଷାନଗର (ମନିସ )6/5/25 // କାମାକ୍ଷାନଗର ଵ୍ଲକର ବାଁଉସପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁଳିଆ ଗ୍ରାମରେ ମଙ୍ଗଳବାର ଦିନ ସକାଳ ୯ ଘଟିକା ସମୟରେ ମା ତାରିଣୀ ମନ୍ଦିର ରତ୍ନମୂଦ ଏବଂ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ମନ୍ଦିର ଟି ଚୁଳିଆ ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ ହୋଇଛି । ଏ ଭବ୍ୟ କାର୍ଯ୍ୟକ୍ରମରେ ଵାଉଁସପାଳ ପଞ୍ଚାୟତ ର ସମିତିସଭ୍ୟ ଲମ୍ବୋଦର ନାୟକ , ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ, ହିମାଦ୍ରି ଦାସ, ରଞ୍ଜନ ସାମଲ , ସରୋଜ ଜେନା, ଲିଟୁ ସାମଲ ,ନରେଶ ମହାନ୍ତି ,ପ୍ରହଲ୍ଲାଦ ସାହୁ ଓ ଚୁଲିଆ ଗ୍ରାମ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମକର ସଂକ୍ରାନ୍ତି ଉପଲକ୍ଷେ ବିଶେଷ ପୂଜାର୍ଚ୍ଚନା

masiha

ଶୀତଳ ଷଷ୍ଠୀ ଉମା ଚତୁର୍ଥୀ ପାଳିତ

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ  

Sunil Chandra Nayak

Leave a Comment

error: Content is protected !!