ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପ୍ଳବୀ ଧରଣୀ ଧର ନାୟକ ( ଭୂୟାଁ)ଙ୍କ ଜନ୍ମ ଜୟନ୍ତି ପାଳିତ 

ବିପ୍ଳବୀ ଧରଣୀ ଧର ନାୟକ ( ଭୂୟାଁ)ଙ୍କ ଜନ୍ମ ଜୟନ୍ତି ପାଳିତ 

କଟକ: କେଉଁଝର ଜିଲ୍ଲା ଭୂୟାଁ ସମ୍ପ୍ରଦାୟର ଜନଜାତି ନେତା ବିପ୍ଳବୀ ଧରଣୀ ଧର ଭୂୟାଁଙ୍କ ଜନ୍ମ ଜୟନ୍ତି କଟକ ସଦର ୪୨ ମୌଜା ପଟଣା ଗ୍ରାମର ସାମାଜିକ ସଙ୍ଗଠନ ଦୟନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପୂଜ୍ୟପୂଜା ଭବନରେ ଅନୁଷ୍ଠାନର ସଭାପତି ସାହିତ୍ୟିକା ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଅନୁଷ୍ଠାନର ମହାସଚିବ ସାହିତ୍ୟିକ ରୁଦ୍ର ନାରାୟଣ ଦାସ,ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ,ବରିଷ୍ଟ ସଭ୍ୟ ଆର୍ତ୍ତ ଭଞ୍ଜନ ସାହୁ,ଶିକ୍ଷକ ମିହିର ରଞ୍ଜନ ନାୟକ,ସନ୍ତୋଷ କୁମାର ଭୋଇ ଏବଂ ଜଗନ୍ନାଥ ଷ୍ଟଡି ସର୍କଲ ଛାତ୍ରଛାତ୍ରୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଓ ଦୀପକ ପ୍ରଜ୍ବଳନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓ ଙ୍କୁ ସ୍ଵାଗତ

masiha

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!