ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ୟାମସୁନ୍ଦର ହେଲେ ରୋଗୀ କଲ୍ୟାଣ ସମିତି ର ସାଂସଦ ପ୍ରତିନିଧି

 ଗୋଲାମୁଣ୍ଡା/ମସିହା/୨୯/୪/ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ରୋଗୀ କଲ୍ୟାଣ ସମିତି ପ୍ରତିନିଧି ରୂପେ ଗୋଳାମୁଣ୍ଡା ବ୍ଲକର ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କୁ ଚୟନ କରି ଥିବାରୁ ଅଞ୍ଚଳ ରେ ଖୁସି ର ଲହରୀ ଦେଖା ଦେଇଛି,ଶ୍ରୀ ଅଗ୍ରୱାଲ ବହୁ ଦିନରୁ ଅଞ୍ଚଳ ର ରୋଗୀ ମାନଙ୍କ ନିକଟ    କୁ  ଯାଇ   ସେବା ଶ୍ରୁଷା ଓ ସାହାଯ୍ୟ କରି ଆସୁଥିଲେ ,ତାଙ୍କରଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କୁ ନେଇ କଳାହାଣ୍ଡି ସାଂସଦଙ୍କ ରୋଗୀ କଲ୍ୟାଣ ସେବା ପ୍ରତିନିଧି ରୂପେ ଦାୟିତ୍ୱ ଦେଇଥିବା ଯୋଗୁଁ ଅଞ୍ଚଳ ବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି ଏବଂ ଗୋଳାମୁଣ୍ଡା ଅଞ୍ଚଳରୁ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଘରେଘରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା

ବିଦ୍ୟାଧର ମହାନ୍ତ ଙ୍କ କବିତା ଜନନୀ

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ  ଜଣାଣ

Leave a Comment

error: Content is protected !!