ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଭାରତ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ 

ଯୁବ ଭାରତ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ 

ରାୟଗଡ଼ା ଅନ୍ତର୍ଗତ ନୁ୍ୟକଲୋନୀ ଛକରୁ ଭୁ ପ ଏଣ୍ଟ ଯାଏ ପତଞ୍ଜଳି ଯୁବ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗର ପ୍ରଚାର ପ୍ରସାର ନିମନ୍ତେ ଏକ ସଚେତନତା ପଦଯାତ୍ରା ରାୟଗଡ଼ା ସ୍ଥିତ ନିୟୁତ କଲୋନୀ ଛକ ଠାରୁ ଆରମ୍ଭ ହୋଇ ସହରର ଶେଷଭାଗରେ ଥିବା ଭୁପଏଣ୍ଟ ଯାଏଁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବ ଭାରତ ଜିଲ୍ଲା ପ୍ରଭାରୀ ବିନୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଯୋଗର ପ୍ରଚାର ନିମନ୍ତେ ଯୋଗକୁ ଘରେ ଘରେ ପହଞ୍ଚିବା ପାଇଁ ସ୍ବାମୀ ରାମଦେବଙ୍କ ସଂକଳ୍ପକୁ କିପରି ଯୋଗର ପ୍ରଚାର କିଭଳି ରୂପେ ହୋଇପାରିବ ଓ ବିଭିନ୍ନ ସ୍ଲୋଗାନ ମାନ ଦିଆଯାଇଥିଲା। ସେହିପରି ପ୍ରତିଦିନ ଯୋଗ କରିବା ସହ ଅନ୍ୟକୁ ଯୋଗ କରାଇବା ନେଇ ମହିଳାମାନେ ଶପଥ ନେଇଥିଲେ।। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଳଧାରା ପ୍ରକଳ୍ପ ଉଦ୍ଘାଟିତ 

masiha

ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

masiha

ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଉଦ୍ଘାଟିତ ହେଲା ଦ୍ବିତୀୟ ବାର୍ଷିକ ପୋଲିସ୍ କ୍ରୀଡା ମହୋତ୍ସବ-୨୦୨୫

Sunil Chandra Nayak

Leave a Comment

error: Content is protected !!