ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ତୃତୀୟ ଦିନରେ ଯୋଗ ଦିବସ 

୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ତୃତୀୟ ଦିନରେ ଯୋଗ ଦିବସ 

ନବରଙ୍ଗପୁର:(୨୯|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ରେ ଅବସ୍ଥାପିତ ୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ତୃତୀୟ ଦିନ ଯୋଗ ଦିବସରେ ୧ ବାଟାଲିଅନ ସିଆରପିଏଫ ର ସେକଣ୍ଡ ଇନ କମାଣ୍ଡ ଶ୍ରୀ କେ କେ ସିଂ (କାଯ୍ୟକାରୀ କମାଣ୍ଡାଣ୍ଟ ) , ଡେପୁଟି କମାଣ୍ଡ ରାଜୀବ କୁମାର, ଡା ମଧନ ଭି, ନିରୀକ୍ଷକ ପ୍ରଦୀପ କୁମାର ସାହୁ , ବାହିନୀର ସମସ୍ତ ଯବାନ ଏବଂ ପରିବାର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ lଯୋଗ ପ୍ରଶିକ୍ଷକ ସିପାହୀ ପ୍ରକାଶ ଏବଂ ସହକର୍ମୀଙ୍କ ସହାୟତା ରେ ଯୋଗ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ନମସ୍କାର ସହ ବିଭିନ୍ନ ଯୋଗ ମୁଦ୍ରା ଆସନ, ପ୍ରାଣାୟାମ କରାଯାଇଥିଲାl ୧୩୦ ଜଣ ସିଆରପିଏଫ ଓ ପୋଲିସ ର ଅଧିକାରୀ ଓ ଯବାନ ଏବଂ ପରିବାରର ସଦସ୍ୟ ମାନେ ଏହି ଯୋଗ ଅଭ୍ୟାସ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

Sunil Chandra Nayak

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

masiha

Leave a Comment

error: Content is protected !!