ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଆ ତାରାଦେବୀ ମନ୍ଦିରରେ ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

ମାଆ ତାରାଦେବୀ ମନ୍ଦିରରେ ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

ବ୍ରହ୍ମପୁର (ମସୀହା ବ୍ୟୁରୋ) _ଭାରତ ସମାଚାରର ଓଡିଶା ପ୍ରତିନିଧି ବି.ଶ୍ରୀନିବାସ ପାତ୍ରଙ୍କ ଉପସ୍ଥିତିରେ ଦ୍ଵି ବାର୍ଷିକ ତୀର୍ଥ ଯାତ୍ରୀଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଶ୍ରଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ, ଶ୍ରଦ୍ଧାଳୁଙ୍କ ପାଇଁ ସେବାକାର୍ଯ୍ୟ ଭିତ୍ତିରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା lସଙ୍ଗଠନର ସଭାପତିଙ୍କ ତତ୍ବାବଧାନରେ ପ୍ରଣବ କୁମାର ପଣ୍ଡା, ସଂପାଦିକା ଶ୍ରଦ୍ଧାଞ୍ଜଳୀ ପାଢ଼ୀ, ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ,ପ୍ରଭାକର ପାଢ଼ୀ , ସସ୍ମିତା ପାଢ଼ୀ, ବିଜୟ ରାମ ପାଣିଗ୍ରାହି, ରିନାରାଣୀ ପାଣିଗ୍ରାହୀ,ରାଜ ପାଣିଗ୍ରାହୀ, ସାମ୍ୱାଦିକ ସୁଦୀପ ସାହୁ , ଇତିଶ୍ରୀ ପାତ୍ର, ଜସ୍ମିତା ପାଢ଼ୀ, ସସ୍ମିତା ସାହୁ ଡାକ୍ତର ସହଦେବ ସାହୁ, ନିର୍ଦ୍ଦେଶକ ସୁରଜିତ ପାଣିଗ୍ରାହୀ, କୋମିଲି ମମତା ଦାଶ, ସଂଜ୍ଞାନ ମିଶ୍ର, ରାଇ ରଞ୍ଜନ ନନ୍ଦ, ସାଇ ରଞ୍ଜନ ସାହୁ, ନୀଳମାଧବ ନେପାକ ,ଅନିଲ ନେପାକ , ରାଧା ରମନ , ଅଶୋକ ମହାନ୍ତି ,ମିନ୍ତା ମହାନ୍ତି, ଶୁଭଙ୍କର ପଣ୍ଡା, ପ୍ରଣତି ପଣ୍ଡା ପ୍ରମୁଖଙ୍କ ଅକୁଣ୍ଠ ସହଯୋଗରେ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥିଲା l 

( ମ ନି ସ ) 

Related posts

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

masiha

ଜୈନ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!