ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ ! ମଢେଇକଚା ଗ୍ରା.ପ.; କୁମ୍ଭାରଡୁବି ଗ୍ରାମରେ ବଜ୍ରଘାତ ରେ ବଳଦ ର ମୃତ୍ୟୁ 

ଵିଜାତଳା ବ୍ଳକ ! ମଢେଇକଚା ଗ୍ରା.ପ.; କୁମ୍ଭାରଡୁବି ଗ୍ରାମରେ ବଜ୍ରଘାତ ରେ ବଳଦ ର ମୃତ୍ୟୁ 

  ମୟୂରଭଂଜ – ୧୫/୦୬ — ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକ ଅନ୍ତର୍ଗତ ମଢେଇକଚା ଗ୍ରାମ ପଞ୍ଚାୟତ ଅଧୀନ କୁମ୍ଭାରଡୁବି ଗ୍ରାମ ରେ ଆଜି ରଵିଵିର ଦିନ ପ୍ରାୟଅପରାହ୍ନ ୨:୪୫ସମୟରେ ବର୍ଷା ସହ ବଜ୍ରପାତରେ ଗୋଟିଏ ବଳଦ ର ମୃତ୍ୟୁ ଘଟିଛି। କିଛି ସମୟପରେ ତାଙ୍କ ଗାଁ ଲୋକେ ମୃତ୍ୟୁ ଅବସ୍ଥାରେ ବଳଦ ଟିକୁ ଦେଖି ଥିଲେ । ଏହି ବିଷୟରେ ଗ୍ରାମ ଲୋକ ମଢେଇକଚା ପଞ୍ଚାୟତର ସରପଞ୍ଚ ଙ୍କ ଅବଗତ କରିଛନ୍ତି। ଏହି ବଳଦ ଟି ଛତର ସୋରେନ ଙ୍କ ବୋଲି ଜଣାପଡିଛି l ଏବେ ସୁଦ୍ଧା ବ୍ୟବଚ୍ଛେଦ କରାଯାଇନାହିଁ l

ହଳିଆ ବନ୍ଦକୁ ହରାଇ ଛତ୍ର ସୋରେନ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଆଗକୁ ଚାଷ ବାସ ଅଛି ।ବିଚରା ଗରୀବ ଚାଷୀ ଛତ୍ର ସୋରେନ ୪୦ ହଜାର ଟଙ୍କା କେଉଁଠି ପାଇବ ,ବଳଦ କିଣିବ ଓ ଚାଷ କରିବ ।ତେଣୁ ପ୍ରଶାସନ ତରଫରୁ ତଵଳଦ ମୃତ୍ୟୁ ଜନିତ କ୍ଷତିପୂରଣ ଦେବାପାଇଁ ଗ୍ରାମଵାସୀ ଦାବି କରିଛନ୍ତି।

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦାସୀଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

masiha

ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ଦ୍ୱାରା ଆୟୋଜିତ ମେଗା ରକ୍ତଦାନ ଶିବିର

Sunil Chandra Nayak

ସମାଜସେବୀ ସ୍ବର୍ଗତ ଚକ୍ରଧର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଶ୍ରଦ୍ଧାଞ୍ଜଳୀ ସଭା

masiha

Leave a Comment

error: Content is protected !!