ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା

                  ସୂଚନା

ଏତ୍ ଦ୍ଵାରା ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ/ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଆସନ୍ତା ତା ୧୮.୦୬.୨୦୨୫ ରିଖ ପୂର୍ବାହ୍ନ ୧୦.୦୦ ସମୟରେ ସଦଭାବନା ସଭା ଗୃହ, କୋରାପୁଟ ଠାରେ ପେନ୍‌ସନ୍‌ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏଣୁ ଆପଣମାନଙ୍କୁ ଅନୁରୋଧ ଯେଉଁ ମାନଙ୍କ ପେନ୍‌ସନ୍‌ ସମ୍ବନ୍ଧୀୟ ଆପତ୍ତି ଓ ଅଭିଯୋଗ ରହିଛି, ସେମାନେ ଉକ୍ତ ଦିବସରେ ଉପସ୍ଥିତ ରହି ଅଭିଯୋଗ ପତ୍ର ଦାଖଲ କରିପାରିବେ ।
         ସ୍ଵାକ୍ଷର 
ଜିଲ୍ଲାପାଳ, କୋରାପୁଟ

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, କେନ୍ଦ୍ରାପଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ଇସ୍ପାତ କଳା ପରିଷଦ ର ୪୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୬ ଓ ୭ ରେ……

masiha

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

masiha

Leave a Comment

error: Content is protected !!