ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ ନୂତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

ଧର୍ମଗଡ଼ ରେ ନୂତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

 ଧର୍ମଗଡ଼ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ହେମନ୍ତ କୁମାର ପଣ୍ଡା ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି।

ଶ୍ରୀ ପଣ୍ଡା ଙ୍କୁ ଧର୍ମଗଡ଼ ବ୍ଲକ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝି,ଧର୍ମଗଡ଼ ନୋଡାଳ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ ମୁଣ୍ଡ, ଜିଲ୍ଲା ସମ୍ପାଦକ ନିରଞ୍ଜନ ମୁଦୁଲି, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଆଶିଷ ପ୍ରଧାନୀ, ଏକ୍ସ କ୍ୟାଡର ସଂଘ ସଭାପତି ଲଳିତ ନାୟକ, NPS ସଂଘ ରାଜ୍ୟ ସମ୍ପାଦକ ବଂକିମ ସାଗର, ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବେହେରା, ବଟକୃଷ୍ଣ ପାତ୍ର, ଶାନ୍ତନୁ ଯୋଶୀ, ଶ୍ରୀମନ୍ତ ଠାକୁର, ଚକ୍ର ପ୍ରଧାନ,ବିଶ୍ୱଜିତ ବେହେରା, ସିଆରସିସି ପବିତ୍ର ମୁଣ୍ଡ, ମାର୍କଣ୍ଡ ନାଗ,ଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଉମୁରାହାଣ୍ଡି ଗ୍ରାମର ୪୦ ବର୍ଷ ରୁ ଉର୍ଦ୍ଧ ହେବ ପୁଝାରୀ ମାନଙ୍କ ସମସ୍ୟା କୁ ସମାଧାନ କଲା ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ

ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ରେ ଗ୍ରାହକ ସେବା ବ୍ୟାହତ / ବିଜାତଳା ବ୍ୟାଙ୍କ ରେ ଗ୍ରାହକ ହନ୍ତସନ୍ତ 

masiha

ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!