ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟାଟା ଷ୍ଟିଲ ମେରାମଣ୍ଡଳୀ ଠାରେ ଶ୍ରମିକ ଦିବସ ପାଳିତ

ଢ଼େଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀ ଠାରେ ଅବସ୍ଥାପିତ ହୋଇଥିବା ଟାଟା ଷ୍ଟିଲ କାରଖାନା ପରିସର ସି ଆର୍ ଏମ୍ ସାଇଟ୍ ରେ ରିଲାଇବ୍ଲେ ଇନଫ୍ରାଟେକ୍ ତରଫରୁ ଆଜି ସକାଳ ୧୦ ଘଟିକା. ସମୟ ରେ ଲବୋରେଟରୀ ବିଭାଗ ରେ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କେମିକାଲ ଲାବ ଭାରପ୍ରାପ୍ତି ଅଧିକାରୀ ପବିତ୍ର କୁମାର ମଣ୍ଡଳ ଶ୍ରମିକ ଦିବସ ମହତ୍ତ୍ଵ ବୁଝେଇବା ସହିତ କିପରି ସୁରକ୍ଷିତ ଭାବେ କାର୍ଯ୍ୟ ସମ୍ପାଦନ କରି ନିଜେ ସୁରକ୍ଷିତ ହେବା ସହ ଅନ୍ୟ ମାନଂକୁ ବଞ୍ଚାଇବା ତତ୍ ସହିତ ୫ ଏସ. ନିୟମାବଳୀ କୁ ପାଳନ କରିବାକୁ ମତବ୍ୟକ୍ତ କରିଥିଲେ। ଶେଷରେ ସାଇଟ୍ ସୁପରଫାଇଜର ଶ୍ରୀଯୁକ୍ତ ସୁବ୍ରତ କୁମାର ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

Sunil Chandra Nayak

ଆଦିସ୍କନ୍ଦ ସମାଜର ବ୍ଲକ ସ୍ତରୀୟ ବୈଠକ : ନୂତନ କର୍ମକର୍ତ୍ତା ଚୟନ

କ୍ରୀଡା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!