ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

ମାୟା ମରୀଚିକା 

ପୂଜା ବାଦି 

ହୃଦୟ ନଦୀ ତୀରେ ଭାବ ଶୂନ୍ୟ ବନ୍ୟା
        ଲହଡି ଭାଙ୍ଗୁଛି
ପ୍ରୀତି ପ୍ରେମ ଅମାବାସ୍ୟା ର ଅନ୍ଧକାରେ
         ବାହୁନି କାନ୍ଦୁଛି
ଦୁଇକୂଳ ଧସି ଉଛୁଳା ବେଦନାର ନାବ
ମଧ୍ୟ୍ୟ ରାତ୍ରର ଶୀତଳ ସ୍ପର୍ଶରେ
       କମ୍ପିତ ହେଉଛି
ଏଠି ହୃଦୟ ଶାମୁକାରେ ହୁଏତ କେ
     ଛଳନାର ବିଷ ଭରିଛି
ସେଥିପାଇଁ ଆଜି ମୋ ହୃଦୟଟା ସାରା
        ମାୟା ମରୀଚିକା ସାଜିଛି |

    ସୁନ୍ଦରଗଡ଼

 

                   

Related posts

ବାଲେଶ୍ବର – ବିଦ୍ଯୁତ୍ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବିଧାୟକ

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ଶୌଚାଳୟ ବ୍ୟବହୃତ କରିବା ସହ ପଥ ପ୍ରାନ୍ତ ସେବା କରିବା ନେଇ ସାଧାରଣରେ ଦାବି

Sunil Chandra Nayak

Leave a Comment

error: Content is protected !!