ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

ଉତ୍କେଲା,୨୧/୦୬, କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ସରପଞ୍ଚ ନରେନ୍ଧ୍ର ମାଝି ଆଜି ମେନରୋଡ ରେ ପୁରୁଣା ପଞ୍ଚାୟତ ଅଫିସ ପାଖରୁ ଷ୍ଟେଟବ୍ୟାଙ୍କ ପ୍ରଯ୍ୟନ୍ତ ଇଲେକ୍ଟ୍ରି ଖମ୍ବ ମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରିଛନ୍ତି। ସେ ପଞ୍ଚାୟତ ରେ ଯୋଗଦାନ ପରେ ଗ୍ରାମପଞ୍ଚାୟତ ର ଡ୍ରେନ ସଫେଇ କାମ ,ଅଚଳ ହୋଇଥିବା ନଳକୁପ ସଜାଡିବା କାମ,ପଞ୍ଚାୟତ ର ସମସ୍ତ ଓ୍ବାର୍ଡ ସଭ୍ୟ ମାନଙ୍କୁ ଦାୟିତ୍ବ ଦେଇ ଓ ଲୋକ ସଂପର୍କ ରଖି ଉନ୍ନତିମୁଳକ କାର୍ଯ୍ୟକ୍ରମ ମାନ କରିବାରେ ଲୋକ ତାଙ୍କରି ପ୍ରଶଂସା କରୁଥୀବା ର ଦେଖିବାକୁ ମିଳୁଛି।ଆଜିର ଏହି ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ସମୟରେ ଉତ୍କେଲା ର ସମିତିସଭ୍ୟ ତ୍ରିନାଥ ମାଝି, ବିଜୟାନନ୍ଧ ପୁରୋହିତ,ନରେଶ ଶବର, ଅଙ୍ଗଦ ସା ଓ୍ବାର୍ଡ ମେମ୍ବର ଜଗୁ କୁମ୍ବାର ଅନ୍ୟ ଓ୍ବାର୍ଡ ସଭ୍ୟ ମାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍  ଡିଗ୍ରୀ         

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା – ସୁମନ

Sunil Chandra Nayak

ଅପହଞ୍ଚ ଇଲାକାରେ ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ

Sunil Chandra Nayak

Leave a Comment

error: Content is protected !!