ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡିଶା ପାଇଁ ଲଜ୍ୟା : ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ 

ଓଡିଶା ପାଇଁ ଲଜ୍ୟା : ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ 

ନବରଙ୍ଗପୁର :(୨୫|୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କରାଯାଇଛି ! ଏହି ପ୍ରତିବାଦ ସଭାରେ ବିଜେଡି ର ଡାବୁଗାଁ ଲୋକପ୍ରିୟ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ନବରଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଯୁବନେତା ତାପସ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅରୁଣ ମିଶ୍ର ଙ୍କ ସମେତ ବିଜେଡି ର ଦୟାନିଧି ବିଶୋଇ, ସୁମିତ ପୂଜାରୀ,ସିମାଞ୍ଚଳ ପାଢ଼ୀ, ନନ୍ଦ ନାୟକ, ସଦନ ଗୌଡ଼ ସମେତ, ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ଶ୍ରୀମତୀ ମଞ୍ଜୁଳା ମାଝୀ ସମେତ ବହୁ ମହିଳା କର୍ମୀ ଏବଂ ଯୁବ ବିଜେଡି ଛାତ୍ର ଉପସ୍ଥିତ ରହି ଟାଏର ଜାଳି ରାସ୍ତା ଅବରୋଧ କରିବା ସହ ଡବଲ ଇଞ୍ଜିନ ସରକାର ଉପରେ ବାର୍ଷିଥିଲେ ! 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

Sunil Chandra Nayak

ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ 

masiha

ଗୋଳାମୁଣ୍ଡା ବିଡିଓ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!