ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

 ମୟୂରଭଂଜ- ୨୪/୦୭ — ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ’ ମାରଓ୍ବାଡି ଯୁବମୋର୍ଚା’ ତରଫରୁ ପ୍ରତିମାସ ଅମାବାସ୍ୟାରେ ସ୍ଥାନୀୟ ଗୋଲେଇ ଛକରେ ପଥିକମାନଙ୍କ ପାଇଁ ଅନ୍ନପ୍ରସାଦ ସେବା ବଣ୍ଟନ କରାଯାଉଛି ।ଦିର୍ଘ ୩୧ ମାସ ହେଲା ଏହି ଅନ୍ନପ୍ରସାଦ ସେବା କାର୍ଯ୍ୟକ୍ରମ ଚାଲିବ ଆସୁଅଛି ।ଆସ୍ଥା ଓ ବିଶ୍ବାସ ଅଛି ଅନ୍ନ ଦାନ ମହାପୂଣ୍ଯ ।ବିଶେଷ କରି ଅମାବାସ୍ୟା ଏବଂ ପୂର୍ଣ୍ଣିମାରେ ଦୁଃଖୀ,ରଙ୍କୀ,ପଥିକମାନଙ୍କୁ ଅନ୍ୟାନ୍ୟ କଲେ ସତ ତୀର୍ଥଯାତ୍ରୀ ଫଳ ସହିତ ସମାନ । ଆଜି ପୁଣି ପବିତ୍ର ଚିତାଉ ଅମାବାସ୍ୟା ।ମାରଓ୍ଵାଡି ଯୁବମୋର୍ଚ୍ଚା ର ଯୁବ ସମାଜସେବୀ ଗୌରବ ଅଗ୍ରଓ୍ବାଲ,କ୍ରୀଷ୍ଣା ଵେରିଆ,ସୌରଭ ମୁରର୍କା,ଶିବ ଶଙ୍କର ଭୂତ,ରାହୁଲ ଅଗ୍ରଓ୍ଵାଲ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ଏହି ମହତ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳମସିହା ନିଉଜ

Related posts

କାଟେ,ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟଜ ଦୁର୍ଗା ଚରଣ ତନ୍ତୀ

masiha

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

ଗରିବ ଓ ଭୂମିହୀନଙ୍କ ଦାବି ନେଇ ରାୟଗଡ଼ାରେ ୨୪ ଘଣ୍ଟିଆ ସତ୍ୟାଗ୍ରହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ AIARLAର ଅନଶନ; ବିଭିନ୍ନ ଦାବିରେ ସରକାରଙ୍କୁ ଚେତାବନୀ

Sunil Chandra Nayak

Leave a Comment

error: Content is protected !!