ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ସୂର୍ଯ୍ୟ ନାରାୟଣ ଦାସଙ୍କ ବିୟୋଗରେ ଶୋକ 

ସମାଜସେବୀ ସୂର୍ଯ୍ୟ ନାରାୟଣ ଦାସଙ୍କ ବିୟୋଗରେ ଶୋକ 

କଟକ : କଟକ ସଦର ୪୨ ମୌଜା ପଟଣା ଗ୍ରାମର ଗର୍ବ ଓ ଗୌରବ ସମାଜସେବୀ ସୂର୍ଯ୍ୟ ନାରାୟଣ ଦାସ (ବାଉଆ) ଙ୍କ ୬୭ ବର୍ଷରେ ଦେହାନ୍ତ ପରେ କଟକ ସଦର ୪୨ ମୌଜାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଭାପତି ସରୋଜ ନଳିନୀ ପରିଜା, ଉପଡେଷ୍ଟା ବରିଷ୍ଟ ସାମ୍ବାଦିକ ବସନ୍ତ କୁମାର ରଥ,କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ,ସମିତି ସଭ୍ୟ ବିନୋଦ ବେହେରା,ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗୋଛାୟତ,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ, ସନ୍ତୋଷ କୁମାର ଭୋଇ,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଏବଂ ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟ ନର୍ଲା ର ସପ୍ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

masiha

ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗକୁ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଖଣ୍ଡନ

Leave a Comment

error: Content is protected !!