ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ବ୍ଳକର ୩ ଟି ସ୍କୁଲରେ ବିଧାୟକଙ୍କ ଦ୍ବାରା ସୂର୍ଯ୍ୟାୟନ ଯୋଜନାରେ ସୋଲାର ଲାଇଟ୍ ଉଦ୍ଘାଟିତ

ଜାମଦା ବ୍ଳକର ୩ ଟି ସ୍କୁଲରେ ବିଧାୟକଙ୍କ ଦ୍ବାରା ସୂର୍ଯ୍ୟାୟନ ଯୋଜନାରେ ସୋଲାର ଲାଇଟ୍ ଉଦ୍ଘାଟିତ

ରାଇରଙ୍ଗପୁର –  ଜାମଦା ବ୍ଳକର ଏସଏସଡି ବାଳିକା ଉଚ୍ଚ ଵିଦ୍ଯାଳୟ, ଜାମଦା ଉଚ୍ଚ ବାଳିକା ବିଦ୍ଯାଳୟରେ ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ଦ୍ବାରା ସୋଲାର ଲାଇଟ୍ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନବିନ ରାମ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ଛାତ୍ରୀ,ଅଭିଭାବକବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ଵିଶେଷତଃ ବାଳିକା ବିଦ୍ୟାଳୟ ପରିସରରେ ଏହି ସୋଲାର ଲାଇଟ୍ ଲଗା ଯିବାଫଳୟଜ ଵିଦ।ମାଧ୍ୟମରେ ସୌନ୍ଦର୍ଯ୍ୟ କରଣ ବୃଦ୍ଧି ପାଇବା ସହ ରାତିରେ ବିଦ୍ୟାଳୟର ପରିଵେଶ ଆଲୋକିରଣ ହୋଇ ଉଠିଛି ।ତଦସହ ଛାତ୍ରୀମାନେ ଅନ୍ଧାର ଯୋଗୁଁ ଭୟଭୀତ ହେଉଥିବାବେଳେ ଆଲୋକରେ ନିର୍ଭୟରେ ରହିପାରିବେ ବୋଲି କହିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

 

Related posts

ଜାତୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ ଶ୍ରୀ କୈଶବ ବିହାରୀଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

Sunil Chandra Nayak

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

masiha

Leave a Comment

error: Content is protected !!