ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଦ୍ଧ ନିର୍ମିତ ପ୍ରସିଦ୍ଧ  ଶୈବ ପୀଠ , ଭକ୍ତ ହତାଶ

ଅର୍ଦ୍ଧ ନିର୍ମିତ ପ୍ରସିଦ୍ଧ  ଶୈବ ପୀଠ , ଭକ୍ତ ହତାଶ 

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ଟିମନା ଗ୍ରାମ ରେ ଥିବ ଶିବ ପୀଠ ତଥା ଚାଟଲି ପାହାଡ଼ ନାମରେ ପରିଚିତ ଏହି ଜାଗାକୁ ଦୂର ଦୁରାନ୍ତରୁ ଆସୁଥିବା ଲୋକ ଙ୍କର ଗହଳି ହୁଏ. ପାହାଡ଼ ତଳେ ବନୁଥିବା ଶିବ ମନ୍ଦିର ୨୦୨୩/୨୪ ବର୍ଷ ରୁ ଅଧୁରା ହୋଇ ପଡିଛି, ଏହାକୁ ଠିକା ନେଇଥିବା ଜିତେନ୍ଦ୍ର ବାଡା,ଙ୍କର ଆଉ ଦେଖା ନାହିଁ.ଆଜି ଯାଏ ଏହାର କାମ ସରିନି ଆଉ କେତେ ବର୍ଷ ଲାଗିବ ବୋଲି ପ୍ରଶ୍ନ ଉଠୁଛି. ଟିମନା ଗ୍ରାମବାସି ସହ ଆଖ ପାଖ ର ଲୋକେ ସବୁବେଳେ ଯାଉଥିବା ଓ ଦେଖୁଥିବା ବେଳେ ସଭିଙ୍କ ମନରେ ପ୍ରଶ୍ନ ଆସୁଛି କେବେ ସରିବ କାମ. କେବେ ପୁରା ହେବ ଭକ୍ତ ଙ୍କର ମନ ଆସା ସବୁ ସପ୍ନ ରେ..

ସୁନ୍ଦରଗଡ ରୁ ଟୋନିସ ରୋହିଦାସ ଙ୍କର ରିପୋର୍ଟ

Related posts

ପୃଥକ ଦୁର୍ଘଟଣା ରେ ୫ ଆହତ ୧ ଗୁରୁତ୍ତର 

Sunil Chandra Nayak

ଭବାନୀପାଟଣା ଠାରେ ଜାତୀୟ କୃମିନାଶକ ଦିବସ ପାଳିତ

masiha

ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!