ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାବା କଳ୍ପେଶ୍ବର ମନ୍ଦିର ଖେଜୁରିଆରେ କାଉଡିଆଙ୍କ ଭିଡ 

ବାବା କଳ୍ପେଶ୍ବର ମନ୍ଦିର ଖେଜୁରିଆରେ କାଉଡିଆଙ୍କ ଭିଡ 

ମୟୂରଭଂଜ -କୁସୁମି ବ୍ଲକ ଅନ୍ତର୍ଗତ ହାଟବାଦଡା ଗ୍ରାମପଞ୍ଚାୟତ ଅଧିନ ଖେଜୁରିଆ ଗ୍ରାମରେ ଥିବା ଓମ୍ ଶ୍ରୀ ଶ୍ରୀ ବାବା କଳ୍ପେଶ୍ବର ମନ୍ଦିର ରେ ବହୁ ସଂଖ୍ଯାରେ କାଉଡିଆଙ୍କ ଜଳଲାଗି କାର୍ଯ୍ୟକ୍ରମ ଶ୍ରାବଣ ମାସ ଦ୍ଵିତୀୟ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା ।କାଉଡିଆମାନେ ବୈତରଣୀ ନଦୀ କୁଳରୁ ଜଳ ଆଣି ବାବା କଳ୍ପେଶ୍ବର ମନ୍ଦିର ରେ ଜଳାଭିଷେକ କରି ନିଜ ନିଜର ମାନସିକ ପୂରଣ କରିଥିଲେ । ତାପରେ ଠାକୁରଙ୍କ ପାଖରେ ଭୋଗ ରାଗ ଲଗାଇ ଦୀପଦାନ କରି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ତାପରେ ମନ୍ଦିର ପରିକ୍ରମା କରି ଭୋଲେ ବାବା ପାର କାରେଗା ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଖେଜୁରିଆ ଗ୍ରାମ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭ

Sunil Chandra Nayak

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

Sunil Chandra Nayak

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସ

Sunil Chandra Nayak

Leave a Comment

error: Content is protected !!