ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

ନର୍ଲା:- ସାମ୍ବାଦିକ ସହଯୋଗ କଲେ ଆମେ ସଫଲ ହେବୁ ବୋଳି। ନୂତନ ଭାବେ ଯୋଗଦେଇଥିବା ଆଇ ଆଇ ସି ବିଜୟ ରାଜ ମାଝୀ ପ୍ରକାଶ କରିଛନ୍ତି। ନୂତନ ଆଇ ଆଇ ସି ଶ୍ରୀ ମାଝୀ ପୂର୍ବରୁ ଜୁନାଗଡ, ସଦର ଭବାନୀପାଟଣା, ବିଶ୍ଵନାଥପୁର, ଠାରେ ଆଇ ଆଇ ସି ରୁପେ କାର୍ଯ୍ୟ ତୁଲାଉଥିଲେ। ଶ୍ରୀ ମାଝୀ କହିବା ଅନୁଯାୟୀ ନର୍ଲା ରେ ଚାଲିଥିବା ସଟ୍ଟା, ଚୋରା ମଦ କାରବାର , ଚୋରା ଗଞ୍ଜେଇ ଚାଲାଣ କୁ ଗୁରୁତ୍ବ ଦିଆଯିବ ବୋଲି ପ୍ରକାଶ କରିଥିଲେ। ବିଶେଷ କରି ମଦୁଆମାନଙ୍କର ଦୋରାତ୍ମ୍ମା ବଢୁଥିବାରୁ ସେମାନଙ୍କୁ ମୋ ପୋଲିସ୍ ବାହିନୀ ସଦା ବେଳେ ସଜାଗ ଅଛନ୍ତି ବୋଳି ଆଇ ଆଇ ସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

masiha

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

Sunil Chandra Nayak

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

masiha

Leave a Comment

error: Content is protected !!