ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

ମୟୂରଭଂଜ – ୪/୦୮ —  କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି lବିଶେଷତଃ ବିଧବା,ଦିବ୍ଯାଙ୍ଗ,ବୟସ୍କମାନଙ୍କ ସାମାଜିକ ସୁରକ୍ଷା ପାଇଁ ବହୁ ଯୋଜନା କରିଛନ୍ତି । କିନ୍ତୁ ତଳ ସ୍ତରର ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି l ଦୁର୍ଗମ ଅଂଚଳ ରୂପେ ପରିଚିତ ବିଜାତଳା ବ୍ଲକ ଚଢେଇପାହାଡି ପଞ୍ଚାୟତ କଙ୍କଡା ବେଡା ଗ୍ରାମର ବିଧବା ବୁଦୁଜ ସୋରେନ ବିଧବା ଭତ୍ତା ରୁ ବଂଚିତ l ସ୍ୱାମୀ ର ମୃତ୍ୟୁ ର ୮ ବର୍ଷ ବିତିଗଲା କିନ୍ତୁ ଭତ୍ତା ମିଳୁନି lତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଧବା ମହିଳାଂକୁ ଭତ୍ତା ପ୍ରଦାନ ପାଇଁ ସୁବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି 

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ଶହୀଦ ଖୁଦିରାମ ବୋଷଙ୍କ ୧୧୮ ତମ ସହିଦ ଦିବସ ପାଳିତ

Sunil Chandra Nayak

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!