ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ଫାଟି ନାବାଳକ ଆହତ 

ମୋବାଇଲ ଫାଟି ନାବାଳକ ଆହତ 

ଡାବୁଗାଁ, ୩/୩ (ମ.ନି.ସ.)- ରବିବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମରେ ମୋବାଇଲ ଫାଟି ନାବାଳକ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମର ଦଶରଥ ଗୌଡ ଙ୍କ ପୁଅ ଭଗବାନ ଗୌଡ (୧୫) ଆଜି ଅପରାହ୍ନ ୪ ଘ. ସମୟରେ ମୋବାଇଲ ଧରି ଖେଳ ପଡିଆରେ ବସି ମୋବାଇଲ ରେ ଖେଳୁଥିଲେ | ଖେଳୁଥିବା ସମୟରେ ହଠାତ ମୋବାଇଲଟି ଫାଟି ଯାଇଥିଲା | ଯାହା ଫଳରେ ନାବାଳକ ର ୨ ହାତ ଓ ୨ ଗୋଡରେ ଗଭୀର ଆଘାତ ଲାଗିଥିଲା | ଖେଳ ପଡିଆରେ ଥିବା ଅନ୍ୟ ପିଲାମାନେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବରପାଇ ନାବାଳକର ଭାଇ ଓ ମା ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ବର୍ତ୍ତମାନ ସୁଦ୍ଧା ନାବାଳକ ର ଅବସ୍ଥା ଭଲ ଥିବା ସୂଚନା ମିଳିଛି |

ଡାବୁଗାଁରେ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଜଣା ଗାଡି ଧକ୍କାରେ ଯୁବକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ମାମଲା ଅଭିଯୁକ୍ତ ମାନଙ୍କୁ ଧରିଥିବା ରାଉରକେଲା ପୋଲିସକୁ ଧନ୍ୟବାଦ-ବିଧାୟକ ଶ୍ରୀ ତନ୍ତୀ

Sunil Chandra Nayak

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!