ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

ବସ୍ତା,03/03 : ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରବିବାର ଅପରାହ୍ନ ସମୟରେ ପାଉଁଶକୁଲି ପଞ୍ଚାୟତ ର ହାତୀମରା ଗ୍ରାମରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକରେ ପାଉଁଶକୁଲି ସଭାପତି ନିରଞ୍ଜନ ପାତ୍ର, ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ, ନିର୍ବାଚନ ମଣ୍ଡଳୀ ସଂଯୋଜନକ ଶାନ୍ତନୁ ପଟ୍ଟନାୟକ, ନିର୍ବାଚନ ପ୍ରଭାରୀ ବିନୋଦ ମହାନ୍ତି, ଭାସ୍କର ଚନ୍ଦ୍ର ଘୋଷ,ରମେଶ ଚନ୍ଦ୍ର ପରିଡା, ପୁର୍ଣଚନ୍ଦ୍ର ଦାସଅଧିକାରୀ ସୁଶୀଲ ପ୍ରଧାନ, ରଜତ ରଞ୍ଜନ ଦାସଙ୍କ ସମେତ ବହୁ କର୍ମୀ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେl ଏହି ବୈଠକର ଆଭିମୁଖ୍ୟ ଯଉଁ କର୍ମୀମାନଙ୍କ ଭିତରେ ମତ ଭେଦ ରହିଛି ତାହାକୁ କିଭଳି ଦୂରୀକରଣ କରାଯାଇପାରିବ ଏବଂ ଦଳକୁ କିଭଳି ଭାବରେ ସୁଦୁଢ କରିହେବ ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲାl

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍

Related posts

ମୋମିତା ଚୌଧୁରୀ ମୟୂରଭଂଜ -୨ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି

Sunil Chandra Nayak

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ଓ ଧର୍ମଗଡ଼ ଗ୍ରସ୍ତ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଗଡ଼ପଦା ବିଜେପି ପକ୍ଷରୁ ମୋଦୀ ମହୋତ୍ସବ , ରାଜ୍ୟରେ ସୁଶାସନ ପାଇଁ ବିଜେପି ହିଁ ବିକଳ୍ପ

masiha

Leave a Comment

error: Content is protected !!