ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସାଧାରଣ ବୈଠକ

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସାଧାରଣ ବୈଠକ

ଆଜି ଧର୍ମଗଡ ଠାରେ ନବ ଗଠିତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ଏକ ବୈଠକ ଧର୍ମଗଡ ବ୍ଲକ ସଭାପତି କବିରାଜ ଦୂର୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ବିଭିନ୍ନ ସମାଜ ସଂସ୍କାରକ କାର୍ଯକ୍ରମ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥଲା। ସଂଘକୁ ଆହୁରି ସୁଦୃଢ଼ କରିବା ପାଇଁ ବରିଷ୍ଠ ସଦସ୍ୟ ହରିସୁନ୍ଦର ପଣ୍ଡା, ବବୃ ବାହନ ଯୋଶୀ, ହୃଷୀକେଶ ସାହୁ, ଫୁଲେଶ୍ୱର୍ ସେନାପତି, ଲୋକନାଥ ବେହେରା, ଧନୁର୍ଦ୍ଧର ଦାସ, ମହେନ୍ଦ୍ର ବାଗ ଙ୍କୁ ନେଇ ସଂଘ ର ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା। ଏହି ବୈଠକରେ କାର୍ଯ୍ୟକାରି ସଭାପତି ସୁବାଷ ସାହୁ, ଉପସଭାପତି ଶ୍ୟାମ ସୁନ୍ଦର ନାଗ ଓ ପ୍ରମୋଦ କୁମାର ହଂସ, ସମ୍ପାଦକ ରାଜେନ୍ଦ୍ର କୁମାର ଭୋଇ, ସହ ସମ୍ପାଦକ ଧରଣୀ ଧର ଧଙ୍ଗଡାମାଝୀ ଏବଂ କୋଷାଧ୍ୟକ୍ଷ ପ୍ରତାପ କିଶୋର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

masiha

ସ୍ଵାଧୀନତା ଉତ୍ସବ ପାଇଁ ଫ୍ରଣ୍ଟ-ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

Sunil Chandra Nayak

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!