ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠିତ

କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ କରାଯାଇଛି I ରାମଜୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ଯୁବକ ସଂଘର ପୂର୍ବତନ ସଭାପତି ସୋମନାଥ ସାହୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ନୂତନ କମିଟିର ସଭାପତି ଭାବେ ହେମନ୍ତ ସାହୁ, ଉପସଭାପତି କବିରାଜ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, ଯୁଗ୍ମ ସମ୍ପାଦିକା ରେଖାଞ୍ଜଳି ସାହୁ, କୋଷାଧ୍ୟକ୍ଷ ହରପ୍ରସାଦ ସାହୁ, ସାଂସ୍କୃତିକ ସମ୍ପାଦକ ଆକାଶ ସାହୁ, କ୍ରୀଡା ସମ୍ପାଦକ ପ୍ରେମଚାନ୍ଦ ସାହୁ, ସାମାଜିକ ଗଣମାଧ୍ୟମ ପରିଚାଳକ ଚୁମନେଶ୍ଵର ସାହୁ, ପରିବେଶ ବିଭାଗ ସରୋଜ ସାହୁ, ନିବେଦିତା ପ୍ରିୟ ଦର୍ଶିନୀ ସାହୁ, ବୀଣାପାଣି ସାହୁ, ଉମାକାନ୍ତି ସାହୁ, ଉପଦେଷ୍ଟା କମିଟି ସଭ୍ୟ ତଥା କଳାରୁଦ୍ର ଯୁବକ ସଙ୍ଘର ପୂର୍ବତନ ସଭାପତି ସୋମନାଥ ସାହୁ, ଗୌନ୍ତିଆ କୈଳାଶ ସାହୁ, ୱାର୍ଡ ସଭ୍ୟ ଡମ୍ବରୁ ସାହୁ, ସୁଶାନ୍ତ ସାହୁ, ଜଗନ୍ନାଥ ସାହୁ, ଈଶ୍ୱର ସାହୁ ସ୍ବେଚ୍ଛାସେବୀ ସନତ କୁମାର ସାହୁ, ତ୍ରିଲୋଚନ ସାହୁ, କଲ୍ୟାଣୀ ସାହୁ ଉପସ୍ଥିତ ରହି କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ କରିଥିଲେ I ଯୁବ ଅନୁଷ୍ଠାନ ର ଦାୟିତ୍ୱ ଓ କାର୍ଯ୍ୟକଳାପ ଉପରେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବେଚ୍ଛାସେବୀ ଶ୍ରୀ ସାହୁ ବୁଝାଇ କହିଥିଲେ I ଶେଷରେ ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ କରିଥିଲେ I 

Related posts

ଭାରତ ସ୍କାଉଡ଼ ଓ ଗାଇଡ଼ସ ଦ୍ୱାରା ବନ ମହୋତ୍ସବ ପାଳନ

କାମାକ୍ଷାନଗର ପଞ୍ଚାୟତ ସମିତିରେ ପ୍ରଥମ ସମିକ୍ଷା ବୈଠକ ଯୋଗ ଦେଲେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ କାମ ତ୍ୱରାନୀତ କରିବା ପାଇଁ ଦେଲେ ନିର୍ଦ୍ଦେଶ 

masiha

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

Leave a Comment

error: Content is protected !!