ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ୯ ବର୍ଷର ଶିଶୁ ମୃତ

 ମୟୂରଭଞ୍ଜ -୨୦/୭ ( ମସିହା) ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହଳଦା ପଞ୍ଚାୟତର ଭଂଜସରା ଗ୍ରାମ୍ଯ ପୋଖରୀରେ ବୁଡି ୯ ବର୍ଷର ଶିଶୁର ସଲିଳ ସମାଧି ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଜସରା ଗ୍ରାମର ସାଉଁନା ମୁର୍ମୁଙ୍କ ୯ ବର୍ଷର ପୁଅ ଅନିଲ ମୁର୍ମୁ ଆଜି ଅପରାହ୍ନରେ ପୋଖରୀରେ ମୃତ୍ୟୁର ଶିକାର ହୋଇଥିଲେ ।ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋହଳିଆ ପାଗ ସହିତ ଝିପିଝିପି ବର୍ଷା :ସଙ୍କଟରେ ଚାଷୀକୁଳ

masiha

ବହଳଦା ଲ୍ଯାମ୍ପରେ ଧାନମଣ୍ଡି ବିଡ଼ିଓ ଦ୍ବାରା ଉଦଘାଟିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହ ଉଦଘାଟିତ

masiha

Leave a Comment

error: Content is protected !!