ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ର ଶିଖରପୁର ପଞ୍ଚାୟତ ଉଜୁଳାଙ୍ଗ ଗାଁର ଚୟା ନାଏକଙ୍କ ପୁଅ ମାନସ ନାଏକ (୨୪) ଙ୍କୁ ଉତ୍ତମ ଚିକିତ୍ସା , ଆବାସ,ପାଇଖାନା ଆଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକସହାୟତା , ଅନ୍ତୋଦୟ ଯୋଜନା ଓ ଟ୍ରାଏସାଇକେଲ ଯୋଗାଇ ଦେବାକୁ @CMO_Odisha 

@Admn Nayagarh @PradeepJena IAS ଙ୍କୁ twitteer grievance ମେଲ୍, ଫୋନ ମାଧ୍ୟମରେ ଅବଗତ କରାଇବା ପରେ ପ୍ରଶାସନିକ ଅଧିକାରୀ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ପହଂଚିଲେ ପୀଡ଼ିତ ମାନସ ଙ୍କ ପାଖରେ ଏବଂ ସାତ ଦିନ ଭିତରେ ପ୍ରଶାସନ ଗାଡ଼ି ର ବ୍ୟବସ୍ଥା କରି ମେଡିକାଲ ଚିକିତ୍ସା ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି l

Related posts

ଶାନ୍ତପୁର ସରପଞ୍ଚଙ୍କ ଦୁଃଖଦ ମ୍ରୁତ୍ୟୁ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ସାଇନିଂ ରକର୍ସ ଏକାଡେମୀ ର ପୁରସ୍କାର ବିତରଣ ଉତ୍ସବ 

masiha

କଳାହାଣ୍ଡି:କୋଶଲ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା

masiha

Leave a Comment

error: Content is protected !!