ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ଅଲିଭା ଏବଂ ଶାନ୍ତିଲତା

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ଅଲିଭା ଏବଂ ଶାନ୍ତିଲତା

ଖଇରା,୧୮/୮/୨୫- ମେଧାଅନ୍ବେଷଣ ମାଧ୍ୟମରେ ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେବାକୁ ଚେଷ୍ଟା କରିଛି ” ମୋ ଅନୁଷ୍ଠାନ ” । ଏଇ ପରିପ୍ରେକ୍ଷୀରେ ଗତ ତା ୧୦/୮/୨୫ ରିଖରେ ଅନୁଷ୍ଠିତ ହୋଇଥିବା ମେଧାଅନ୍ବେଷଣ ଫଳାଫଳ ପ୍ରକାଶ ପାଇଛି । ଏଥିରେ (୧) ସୁଲୋଚନା ବଳ, ବାଲେଶ୍ଵର (୨) ମମତା ଧଳ, ମୁମ୍ବାଇ (୩) ପ୍ରିୟଦର୍ଶିନୀ ନାୟକ, ବାଲେଶ୍ଵର (୪) ରାଜେଶ୍ବରୀ ସ୍ବାଇଁ, ଗଜପତି (୫) ତନ୍ମୟବାଳା ମିଶ୍ର, ସୁବର୍ଣ୍ଣପୁର (୬) ରାଜସୌଭାଗିନୀ କର, କେନ୍ଦ୍ରାପଡା (୭) ରେୟାଂଶ୍ ରାଉତ, ବାଲେଶ୍ଵର (୮) ସୌମ୍ଯଜିତ୍ ନାୟକ, ଭଦ୍ରକ (୯) ଅଲିଭା ଘୋଷ, ବାଲେଶ୍ଵର (୧୦) କମଳିନୀ ସେନାପତି, ବାଲେଶ୍ଵର (୧୧) କମଳିନୀ ପାଣିଗ୍ରାହୀ, ପୁରୀ (୧୨) ସୁଦେଷ୍ଟା ପାତ୍ର, ବାଲେଶ୍ଵର (୧୩) ତନୁଶ୍ରୀ ରାଉଳ, ବାଲେଶ୍ଵର (୧୪) ରଞ୍ଜୁଲତା ପାଢ଼ୀ, ରାଉରକେଲା (୧୫) ଲକ୍ଷ୍ମଣ ସାହୁ, ଭଦ୍ରକ (୧୬) ଭେଷଜ କୁମାର ଭୋଜ, ଦେବଗଡ଼ (୧୭) ଅନିତା ପଣ୍ଡା, ଗଞ୍ଜାମ (୧୮) ଶାନ୍ତିଲତା ରଣା, ଯାଜପୁର (୧୯) ଦିଲିପ୍ କୁମାର ନାୟକ,କେନ୍ଦ୍ରାପଡା (୨୦) ସାଇ ଶୁଭମ୍ ରାଉଳ, ବାଲେଶ୍ଵର (୨୧) ରଶ୍ମିତା ପରମାଣିକ, ବାଲେଶ୍ଵର (୨୨) ପୂର୍ଣ୍ଣଚନ୍ଦ୍ର ସିଂହ, ବାଲେଶ୍ଵର (୨୩) ନିବେଦିତା ପଣ୍ଡା, ରାଉରକେଲା (୨୪) ମଧୁସ୍ମିତା କର, ଭଦ୍ରକ (୨୫) ଧ୍ଯାନଦୀପ କର, ଭଦ୍ରକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମୀକ୍ଷା କରିଥିଲେ ଅପରାଜିତା ରଥ ଏବଂ ତାଙ୍କ କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ,ଭଦ୍ରକ । ତାଙ୍କ ସମୀକ୍ଷାରୁ ଅଲିଭା ଘୋଷ ଏବଂ ଶାନ୍ତିଲତା ରଣା ମୋଟ ୧୦ ମାର୍କରୁ ଉଭୟ ୯ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅନୁଷ୍ଠାନ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରତିଯୋଗୀ ମାନଙ୍କ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛି ମୋ ଅନୁଷ୍ଠାନ ପରିବାର ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ : ବଜ୍ରାଘାତରେ ନାବାଳିକା ର ମୃତ୍ୟୁ 

Sunil Chandra Nayak

ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ

Sunil Chandra Nayak

ଶିକ୍ଷକ ସରୋଜ କୁମାର ଜେନା ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

Leave a Comment

error: Content is protected !!