ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

ଜୁନାଗଡ଼,୧୨/୧୨(ମ ମନୀସ), ମୂର୍ଚ୍ଛନା ସାହିତ୍ୟ ସଂସଦ ଜୁନାଗଡ଼ର ହେମନ୍ତ କବିତା ଆସର କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଉଦଯାପିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଶ୍ରବଣ କୁମାର ସାହୁ, ସାହିତ୍ୟକ ଉଦ୍ଧବ ଚରଣ ସାହୁ, ସୁଧୀର ମେହେର, ସିମାଞ୍ଚଳ ନାଗ, ନିରଞ୍ଜନ ସାହାଣୀ ମଞ୍ଚାସୀନ ଥିବା ବେଳେ କବି ଭାଗୀରଥି ସାଗର ମଞ୍ଚ ଓ କବିତା ଗୁଡିକକୁ ସଂଯୋଜନା କରିଥିଲେ l ଏଥିରେ ନଳିନୀ ପ୍ରଭା ଦାସ, ବ୍ରଜ କିଶୋର ମିଶ୍ର, ପ୍ରେମଲାଲ ବାଗ, ଅନ୍ଵେଷା ସାହୁ ଆଦି ସ୍ୱରଚିତ କବିତା ପଠନ କରିଥିଲେ l ଶେଷରେ ଚନ୍ଦ୍ର ଶେଖର ସିଂ ଧନ୍ୟବାଦ ଦେଇଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

masiha

ବାଲ୍ୟ ଵିଵାହ ରୋକିଲା ପ୍ରଶାସନ

Sunil Chandra Nayak

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!