ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବିନ୍ଦପୁର ଫାଣ୍ଡି ବନଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କା ସମ୍ପତି ଚୋରୀ 

ଗୋବିନ୍ଦପୁର ଫାଣ୍ଡି ବନଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କା ସମ୍ପତି ଚୋରୀ 

ଢେଙ୍କାନାଳ(ମନିସ) 20/8/25 – ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଢେଙ୍କାନାଳ ଜିଲ୍ଲା ପ୍ରବେଶ ପଥରେ ଥିବା ମା ମଲ୍ଲିକେଶ୍ୱରୀ ବନଦୁର୍ଗା ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଜଣା ପଡିଛି । ସୂଚନା ମୁତାବକ ଗତକାଲି ରାତିରେ କେହି ଦୁରୁବୁର୍ତ୍ତ ମନ୍ଦିର ତାଲା ଭାଙ୍ଗି ଦେଵୀଙ୍କ ରୁପା ଆଖି,ମକୁଟ,ଚିତା,ଆଦି ପ୍ରାୟ ୧ କେଜି ରୁପା ଓ ୧୦ ଗ୍ରାମ ସୁନା ଓ ପିତ୍ତଳ ମୂତ୍ତୀ ଚୋରୀ ହୋଇଥିବା ଜଣା ପଡିଛି । ମନ୍ଦିର ଚୋରିକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମନ୍ଦର ପରିଚାଳନା କମିଟି ଗୋବିନ୍ଦପୁର ଫାଣ୍ଡିର ଦ୍ୱାରସ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧- ଧରାକୋଟ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ , ୨- ତହସିଲଦାର ଙ୍କୁ ଏ ଆଇ କେ ଏମ ଏସ ର ଦାବୀପତ୍ର ପ୍ରଦାନ 

Sunil Chandra Nayak

ଚିଚିଆଠାରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

masiha

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!