ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

ଆସିକା ୨୨/୪/୨୬ (ଶିବ ଶଙ୍କର ମିଶ୍ର )ଦକ୍ଷିଣ ଓଡ଼ିଶାର ବିଜେ ଶ୍ରୀ ଶ୍ରୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ ଆସିକା ପୌରପରିଷଦ ବୈଠକ ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଆସିକା ତହସିଲଦାର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ବୈଠକ ରେ ପୌର ପରିଷଦର ଅଧକ୍ଷା ବିନେତା ସ୍ୱାଇଁ, ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ପୌର ପରିଷଦରର କାର୍ଯ୍ୟ ନିର୍ବାହୀ ଅଧିଜରୀ ରାଜେଶ କୁମାର ମହାପାତ୍ର, ଅତିରିକ୍ତ ତହସିଲଦାର ଅମରେଶ ସାବତ, ଆସିକା ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ବାଳ ଗୋପାଳ ବେହେରା ପ୍ରମୁଖ ମଂଚାସୀନ ରହିଥିଲେ l ଚଳିତ ୨୦୨୬ ବର୍ଷ ର ତିନି ଦିନ ବ୍ୟାପି ହେବାକୁ ଥିବା ବୈଶାଖୀ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ହେବା ନିମନ୍ତେ ସମସ୍ତେ ବିଭାଗୀୟ ଅଧିକରୀ ମାନଙ୍କ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ l ଅଗ୍ନିଶମ ବିଭାଗ ର ଆଗ୍ନିକ ଅଧିକରୀ କୈଳାସ ସାହୁ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାମ କୃଷ୍ଣ ପାଣିଗ୍ରାହୀ, ଜନ ସ୍ୱାସ୍ଥ୍ୟ ବିଭାଗ ର ଯନ୍ତ୍ରୀ ଶିବ ପ୍ରସାଦ ଦୋରା, ବିଦ୍ୟୁତ ବିଭାଗ ର ଯନ୍ତ୍ରୀ ଇ ରାକେଶ କୁମାର ପାତ୍ର,ଜଳ ସେଚନ ର ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ,ଏମ ଭି ଆଇ ବରିଷ୍ଠ ଆଇନଜୀବି ଦିଲ୍ଲୀପ ପାଣିଗ୍ରାହୀ, ସନ୍ତୋଷ କୁମାର ପାଣିଗ୍ରାହୀ, ମନ୍ଦିର କମିଟି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ସମ୍ପାଦକ ସଚିଦାନନ୍ଦ ଖଟେଇ, ପରିଚାଳନା କମିଟି ନିମେଇ ପାଣିଗ୍ରାହୀ, ସମେତ ଅନେକ ସାହିବାସୀ ଉପସ୍ଥିତ ଥିଲେ l

Related posts

ନୂତନ ଏବିଇଓଙ୍କ ଯୋଗଦାନ

Sunil Chandra Nayak

ବାଣପୁର ତୋଟାଗାଁ ଗ୍ରାମରେ ବିଳମ୍ୱିତ ରାତିରେ ବିଦୁତ୍ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ : ଦୁଇ ପରିବାରର ଦୁଇ ବଖରା ଜଳି ପୋଢ଼ି ପାଉଁଶ !!!

Sunil Chandra Nayak

ମୈତ୍ରୀ କମ୍ପାନୀ ସହାୟତାରେ ବାଳକର ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର

Sunil Chandra Nayak

Leave a Comment

error: Content is protected !!