ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାକରା ଙ୍କୁ ଭତ୍ତା କେବେ?

ସାକରା ଙ୍କୁ ଭତ୍ତା କେବେ?

 ମୟୂରଭଂଜ- ୨୨/୦୮ —  କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି l କିନ୍ତୁ ଅନେକ ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନା ବାଟବଣା ହେଉଥିବା ପରି ମନେ ହେଉଛି l ବିଜାତଳା ବ୍ଲକ ମୁଣ୍ଡାଠାକୁରା ପଞ୍ଚାୟତ ମୁଣ୍ଡlକାଟି ଗ୍ରାମର ସାକର ହେମ୍ବ୍ରମ ଭତ୍ତା ରୁ ବଂଚିତ l ବୟସ ହୋଇଥିଲେ କିନ୍ତୁ ଭତ୍ତା ମିଳୁନି lତେବେ ଏନେଇ ପୋଡ଼ଶୀ ଏବଂ ସ୍ଥାନୀୟ ଲୋକମାନେ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି।

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

masiha

କୋକସରା ପଞ୍ଚାୟତ କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ 

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଇରଙ୍ଗପୁର ସମେତ ୫ ଟି ପୌରାଞ୍ଚଳ ରେ’ ଡ୍ରିଙ୍କ ଫ୍ରମ ଟେପ୍’ ଲୋକାର୍ପିତ ଏବଂ ୧୩ ଟି ପୌରାଞ୍ଚଳରେ ଶୁଭାରମ୍ଭ

masiha

Leave a Comment

error: Content is protected !!