ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ପୁଲିସ ଏଏସଆଇ ଙ୍କ ମୃତ୍ୟୁ 

ଅଜଣା ଗାଡି ଧକ୍କାରେ ପୁଲିସ ଏଏସଆଇ ଙ୍କ ମୃତ୍ୟୁ 

କାମାକ୍ଷାନଗର (ମନିସ )24/8/25 —  କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତ ର ଭାଲୁମୁଣ୍ଡା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଏଏସଆଇଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପତବେଡା ଗ୍ରାମର ମାନସ ସିଂ ଏଏସଆଇ ଭାବେ ଅନୁଗୋଳ ସଦର ଥାନାରେ କାର୍ଯ୍ୟ କରୁଥିଲେ l ଶନିବାର ସନ୍ଧ୍ୟାରେ ମାନସ (୩୭)ନିଜ ବାଇକ ରେ ଘରକୁ ଫେରୁଥିଲେ l ଫେରିବା ସମୟରେ ଜିରିଡାମାଳୀ କଙ୍କଡାହାଡ଼ ରାସ୍ତାର ଭାଲୁମୁଣ୍ଡାଠାରେ ଏକ ଅଜଣା ଗାଡି ଧକ୍କାରେ ମନସଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କ ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରେମୀକ ଛାଡି ଦେଲା ପ୍ରେମିକା କୁ , ୫ମାସର ଶିଶୁ ପୁତ୍ରକୁ ଧରି ପ୍ରଚଣ୍ଡ ଖରାରେ ଥାନାର ଦ୍ୱାରସ୍ଥ,ହେଲେ ଜଣେ ମହିଳା

masiha

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

masiha

Vigilance Nabs Rayagada SE with Rs 1.5 Lakh in Unaccounted Cash

masiha

Leave a Comment

error: Content is protected !!