ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ ଖେଳ ଦିବସ ପାଳିତ

ଜାତୀୟ ଖେଳ ଦିବସ ପାଳିତ

ଜୁନାଗଡ଼,୩୦/୮(ମନୀସ) ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଦିବସରେ ଜୁନାଗଡ ବ୍ଯାଡମିଣ୍ଟନ ଇଣ୍ଡୋର ହଲ୍ ରେ ଜାତୀୟ ଖେଳ ଦିବସ ପାଳନ କରାଯାଇଛି l ଉକ୍ତ ଦିବସରେ ଖେଳାଳି ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା ଏହି ଦିବସରେ ଶ୍ରୀ ହିମାଂଶୁ ଶେଖର ବରାଡ ଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଉଇଂ କମାଣ୍ଡର କ୍ୟାପଟେନ ବିନୟ ଭୂଷଣ ମେହେର ଓ ସମ୍ମାନ୍ନିତ ଅତିଥି ଭାବେ ଶ୍ରୀ ସରୋଜ କୁମାର ପଣ୍ଡା, ସମୀର କୁମାର ସାହୁ, ସତୀଶ ପ୍ରଧାନ, ପପୁ ପଣ୍ଡା, ଶେଷଦେବ ପାଢୀ, କାଳିଆ କନ୍ଧପାନ, ଅକ୍ଷୟ ମେହେର, ତାପସ ରଞ୍ଜନ ସାହୁ, ସୁମନ ପାଣିଗ୍ରାହୀ, ଶିବାନୀ ଭାଟି, ରୋଜାଲିନ ନାୟକ ଓ ଟ୍ରେନର ଜଲି ପରାଭୋଇ ପ୍ରମୂଖ ଉପସ୍ଥିତ ଥିଲେ ତଥା ଷ୍ଟାଡିୟମ୍ ର ସମସ୍ତ ସିକ୍ୟୁରିଟି କର୍ମଚାରୀ ଉପସ୍ଥିତ ଥିଲେ ଆଜିର ସଭା ପରିଚାଳନା କରିଥିଲେ ଶ୍ରୀ ହିମାଂଶୁ ଶେଖର ବରାଡ ସଭାପତି ବ୍ଯାଡମିନ୍ଟନ ଏସୋସିଏସନ, ଜୁନାଗଡ଼, ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ସତୀଶ ପ୍ରଧାନ lଖେଳାଳି ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା, ବ୍ଯାଡମିନ୍ଟନ, ଦୌଡି ଦିଆ, କୁଇଜ, ୪୦୦ ମିଟର ରନ୍, ପୁସ୍ ଅପ୍, ସ୍ଲୋ ସାଇକେଲ ରେସ୍ ଇତ୍ଯାଦି ପ୍ରତିଯୋଗୀତା କରାଯାଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଫାଇନାଲକୁ ଉନ୍ନିତ

Sunil Chandra Nayak

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

Sunil Chandra Nayak

ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ‌ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!