ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ସହ ବାଇକ ଧକ୍କା, ୨ ମୃତ ୨ ଗୁରୁତର

ଉତ୍କେଲା/,୦୩/୦୫, କେସିଙ୍ଗା ଆଦର୍ଶ ଥାନା ନିକଟରେ ମଙ୍ଗଳବାର ସକାଳ ସମୟରେ ଏକ ବାଇକ ରେ ଚାରି ଜଣ ଯୁବକ ପିଣ୍ଟୁ ସାହା,(୩୫),କରୁଣା ମାଝି (୨୨),ତୁଷାର ମାଝୀ (୨୪)ସମିର ରଣା (୧୫) କନ୍ତେସିର ରୁ ଟେଣ୍ଟ କାମ ସାରି ଘରକୁ ଫେରୁଥିବା ବେଲେ ୧୬ ଚକିଆ ଟ୍ରକ KA01 AE 0605 ସହ ଯୁବକ ମାନଙ୍କ ବାଇକ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ପିଣ୍ଟୁ ସାହା ଙ୍କ ମୃତ୍ୟୁ ହୋଇଥିବା ବେଲେ ତିନିଜଣ ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ କେସ୍ ନଂ ୨୮୪/୨୨ ମାମଲା ରୁଜୁ କରି ତଦନ୍ତ କରୁୁଥିବା ଜଣାପଡିଛି।

 ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

ରଏନ ଗୁଡା କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ନୀରବ 

Sunil Chandra Nayak

Leave a Comment

error: Content is protected !!