ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

ମୟୂରଭଂଜ – ୪/୦୯ —  ଚଳିତ ବର୍ଷ :ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ହାଇସ୍କୁଲ ସ୍ତରରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ ହୋଇଛନ୍ତି ।ବିଜ୍ଞାନ ସୃଜନୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ତଥା ସ୍କାଉଟ ଗାଇଡ ମାଧ୍ୟମରେ ପିଲାମାନଙ୍କର ଚରିତ୍ର ନିର୍ମାଣ,ଜଗନ୍ନାଥ ସାଂସ୍କୃତିକ ଚେତନା ପ୍ରଚାର ପ୍ରସାର,କ୍ରୀଡାର ପ୍ରସାର,ସାହିତ୍ୟ ପ୍ରସାର ପାଇଁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ଆସନ୍ତା କାଲି ଗୁରୁ ଦିବସ ଅବସରରେ ବାରିପଦାରେ ସମ୍ବର୍ଦ୍ଧନା ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିବେ ।ଏହି ଅବସରରେ ଵିଦ୍ଯାଳୟର‌ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟତ୍ରୀ ବୃନ୍ଦ, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ,ରାଇରଙ୍ଗପୁର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି,ସାମ୍ବାଦିକ ବୃନ୍ଦ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

Sunil Chandra Nayak

ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

masiha

Leave a Comment

error: Content is protected !!