ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ

ମୟୂରଭଂଜ – ୪/୦୯ —  ଚଳିତ ବର୍ଷ :ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ହାଇସ୍କୁଲ ସ୍ତରରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ ହୋଇଛନ୍ତି ।ବିଜ୍ଞାନ ସୃଜନୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ତଥା ସ୍କାଉଟ ଗାଇଡ ମାଧ୍ୟମରେ ପିଲାମାନଙ୍କର ଚରିତ୍ର ନିର୍ମାଣ,ଜଗନ୍ନାଥ ସାଂସ୍କୃତିକ ଚେତନା ପ୍ରଚାର ପ୍ରସାର,କ୍ରୀଡାର ପ୍ରସାର,ସାହିତ୍ୟ ପ୍ରସାର ପାଇଁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ଆସନ୍ତା କାଲି ଗୁରୁ ଦିବସ ଅବସରରେ ବାରିପଦାରେ ସମ୍ବର୍ଦ୍ଧନା ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିବେ ।ଏହି ଅବସରରେ ଵିଦ୍ଯାଳୟର‌ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟତ୍ରୀ ବୃନ୍ଦ, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ,ରାଇରଙ୍ଗପୁର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି,ସାମ୍ବାଦିକ ବୃନ୍ଦ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ହରିପୁର ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

Sunil Chandra Nayak

ରାଇରଙ୍ଗପୁର ଗୋଲେଇ ଛକ ଆଇସିଆଇ ବ୍ୟାଙ୍କ ନିକଟରେ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ 

masiha

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

Leave a Comment

error: Content is protected !!