ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଅ ରୁ ଜଙ୍ଗଲି ବାରାହା ଉଦ୍ଧାର    

କୁଅ ରୁ ଜଙ୍ଗଲି ବାରାହା ଉଦ୍ଧାର    

   କାମାକ୍ଷାନଗର (ମନିସ)5/9/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚମାଞ୍ଚଳ ରେଞ୍ଜ କୀର୍ତ୍ତନ ପୂରୁ ସେକ୍ସନ ଅନ୍ତର୍ଗତ କଣ୍ଟା ପାଳ ରଗୁଡ଼ି ସାହି ର ଚିତ୍ତରଞ୍ଜନ ସିଂହ ଙ୍କ କୂଅରେ ଆଜି ସକାଳ ସମୟ ରେ ଏକ ଜଙ୍ଗଲି ଵାରାହା ପଡ଼ି ଥିବା ଦେଖିବାକୁ ମିଳିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ବନବିଭାଗ ଏବଂ ଅଗ୍ନିଶମ ବାହିନୀକୁ ଜଣେଇ ଥିଲେ । ଲୋକଙ୍କ କହିବା କଥା ଆଜି ରାତ୍ରି ସମୟରେ ବାରାହା କୁ ଦେଖି କୁକୁର ମାନେ ଜୋର୍ ରେ ଭୁକି ଥିଲେ । ଅନ୍ଧାର ରାତି ହୋଇଥିବାରୁ କୁକୁର ଙ୍କ ଭୟରେ ବାରାହାଟି କୂଅ ଭିତରେ ପଡ଼ିଯାଇ ଥିବା ଅନୁମାନ କରାଯାଉଛି। ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ମାନଙ୍କ ସହାୟତାରେ ବାରାହା ଟିକୁ ଉଦ୍ଧାର କରି ନିକଟସ୍ଥ ଅନନ୍ତ ପୁରୁ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଵହଳଦା ଥାନା! ତେନ୍ତଳା ପୋଲ ପାଖରେ ଟ୍ରକ ଏବଂ ବାଇକ୍ ମୁହାଁମୁହିଁ; ବାଇକ ଚାଳକ ମୃତ

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ସ୍ୱାଗତ ଉତ୍ସବ

Sunil Chandra Nayak

ଖଡିଆଳ ଅଞ୍ଚଳ କୁ ପଶିଲା ଜଙ୍ଗଲି ହାତୀ। ସୁରକ୍ଷା ପାଇଁ ନିୟୋଜିତ ଖଡ଼ିଆଳ ବନ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!