ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵ ଗ୍ରହଣ କଲେ

ଯୋଡ଼ା ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵ ଗ୍ରହଣ କଲେ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଗୁରୁବାର ଦିନ ନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ତ୍ୱଭାର ଗ୍ରହଣ । ଶ୍ରୀ ରଣାଙ୍କୁ ଯୋଡ଼ା ପୌରପାଳିକା ପକ୍ଷରୁ ଯୋଡ଼ା ପୌରାଧ୍ଯ ଧକ୍ଷ ଜଗଦୀଶ ସାହୁ, ଯୋଡ଼ା ବିଡିଓ ଡାନିଷ ବେହେରା ଓ ଉପନଗରପାଳଙ୍କ ସମେତ ୧୪ଟି ୱାର୍ଡର ସମସ୍ତ କାଉନସିଲର୍ ସ୍ଵାଗତ ଜଣାଇଥିଲେ। ପରେ ଶ୍ରୀ ରଣା ଏକ ସ୍ଵଚ୍ଛତା ରଥ ଆରମ୍ଭକରିଥିଲେ। ତେବେ ମାତ୍ର ୨୧ ଦିନ ପାଇଁ ନିଯୁକ୍ତ ହୋଇଥିବା ଆଇଏସ ପବନ ରଣା କହିଛନ୍ତି ଯେ କମ୍ ଦିନ ପାଇଁ ଦାୟିତ୍ତ୍ଵ ମିଳିଥିଲେ ସୁଦ୍ଧା ଯୋଡ଼ା ତଥା ଲୋକଙ୍କ ବିକାଶ ପାଇଁ ଦୃଢ଼ ସଙ୍କଳ୍ପ ସହ କାମ କରିବି। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ତିରୁମାଲା ନାୟକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା 

masiha

ଦଶହରା ସମୟରେ ମାସ ମାସ ଧରି ଶ୍ରମିକଙ୍କୁ ଦରମା ନାହିଁ,ସରକାରଙ୍କ ଛୁଟିଦିନ ଶନିବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ କାହାର?

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

Leave a Comment

error: Content is protected !!