ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୫ ପାଇଲେ ଶିକ୍ଷାବିତ୍ ପ୍ରଫେସର ମନୋଜ କୁମାର ନାୟକ 

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୫ ପାଇଲେ ଶିକ୍ଷାବିତ୍ ପ୍ରଫେସର ମନୋଜ କୁମାର ନାୟକ 

କଟକ : ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଉପଦେଷ୍ଟା ସମିତି ସଭ୍ୟ ବିନୋଦ ବେହେରା,ବରିଷ୍ଟ ସାମ୍ବାଦିକ ବସନ୍ତ କୁମାର ରଥ, ସଭାପତି ସରୋଜ ନଳିନୀ ପରିଜା,ସାଧାରଣ ସଂପାଦକ ବରିଷ୍ଟ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି, ଶିକ୍ଷକ ମିହିର କୁମାର ନାୟକ, ଛାତ୍ରଛାତ୍ରୀ ଶୁଭମ୍ ମହାରଣା , ଦିବ୍ୟାଂଶ ନାୟକ,ସତ୍ୟପ୍ରକାଶ ମହାନ୍ତି,ସୂର୍ଯ୍ୟ ପ୍ରକାଶ ମହାନ୍ତି,ସାଇ ଶ୍ରୀ ବେହେରା,ସ୍ଵସ୍ତିକା ଜେନା , କାଦମ୍ବିନୀ ଦାସ,ତେଜସ୍ଵୀନି ଦାସ, ଯୋଶ୍ନା ଭୋଇ,ଶୁଭଶ୍ରୀ ସ୍ୱାଇଁ,ସ୍ମୃତି ପ୍ରଜ୍ଞା ଦାସ,ସୁପ୍ରିୟା ମହାନ୍ତି,ସ୍ନେହା ଜେନା ଉପସ୍ଥିତ ରହି ୪୨ ମୌଜାର ଗର୍ବ ଓ ଗୌରବ ତଥା ପ୍ରେସିଡେଣ୍ଟ ଉନିଅନ ଫର୍ କଟକ ସଦର ଡେଭଲପମେଣ୍ଟ ପ୍ରଫେସର ସମାଜସେବୀ ଗବେଷକ ମନୋଜ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

masiha

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଗୁଡାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Leave a Comment

error: Content is protected !!