ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମା ଦୂର୍ଗାଙ୍କ ଭସାଣି ଉତ୍ସବ 

ଡାବୁଗାଁ ରେ ମା ଦୂର୍ଗାଙ୍କ ଭସାଣି ଉତ୍ସବ 

ଡାବୁଗାଁ, ୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମା ଦୁର୍ଗା ପୂଜା ର ଭସାଣି ଉତ୍ସବ ରବିବାର ଅନୁଷ୍ଠିତ ହୋଇଛି | ଅପରାହ୍ନରେ ମାଁ ଦୂର୍ଗା ଙ୍କୁ ବାଜା ବଜାଇ, ବାଣ ଫୁଟାଇ ନାଚଗୀତ ରେ ଏକ ବିରାଟ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଇ ମେଲାଣି ଦିଆଯାଇଛି | ଏଥିରେ ପୂଜା କମିଟି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଉପ- ସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ସମ୍ପାଦକ ସନ୍ତୋଷ ରାୟପାତ୍ର, ସହ ସମ୍ପାଦକ ଶୁଭ୍ରଜିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭଗବାନ ପାତ୍ର ଓ ସୁରେଶ ଚନ୍ଦ୍ର ବେହେରା, ଜି. ସତ୍ୟା ରାଓ, ଜଗନ୍ନାଥ ବିଶୋଇ, ବବଲୁ ତ୍ରିପାଠୀ, ସୌଭାଗ୍ୟ ବିଶ୍ଵାଳ, ଏମ୍. ବାସୀ ରାଓ ପ୍ରମୁଖ ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

ଧର୍ମଗଡ ଏନଏସି ରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ।

masiha

Leave a Comment

error: Content is protected !!