ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରଧାନ ବିଚାରପତିଙ୍କୁ ଜୋତା ଫୋପାଡ଼ ଘଟଣାରେ ଏଫଆଇଆର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ପ୍ରଧାନ ବିଚାରପତିଙ୍କୁ ଜୋତା ଫୋପାଡ଼ ଘଟଣାରେ ଏଫଆଇଆର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଜୁନାଗଡ଼,୧୩/୧୦(ମନି ସ)ଭାରତ ଗୋଟିଏ ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ର ,ଏହା ଚାରିଟି ସ୍ତମ୍ଭ ଦ୍ୱାରା ପରିଚାଳିତ ହୁଏ ନ୍ୟାୟପାଳିକା କାର୍ଯ୍ୟପାଳିକା ବିଧାୟିକା ପ୍ରଚାରମାଧ୍ୟମ , କିଛିଦିନ ତଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ବି ଆର ଗବାଇ ରାୟ ଏକ ଶୁଣାଇଥିଲେ,, ଏହା କୁ ବିରୋଧ କରି କଥାବାଚକ ଅନିରୁଦ୍ଧ ଆଚାର୍ଯ୍ୟ ଶହ ଶହ ଲୋକଙ୍କ ଗହଣରେ ପ୍ରବଚନ ଦେବା ବାହାନାରେ ଛାତି ଚିରି ମାରିଦେବାର ଧମକ ଦେଇଛି,, ତାସହ କିଛି ଦିନ ପରେ ସୁପ୍ରିମକୋର୍ଟ ରେ ବିଚାର ଚାଲୁଥିବା ସମୟରେ ଆଇନଜୀବୀ ରାକେଶ କିଶୋର ନାମକ ବ୍ୟକ୍ତି ମୁଖ୍ୟ ବିଚାରପତିଙ୍କ ଉପରକୁ ବୋଟ ଫୋପାଡି ଦେଇଛି, ଏହା ଦେଶ ବିରୋଧୀ ଅଗଣତାନ୍ତ୍ରିକ କାର୍ଯ୍ୟ,,ଏହି ଭଳି ଅସାମାଜିକ ଅସାମ୍ବିଧାନିକ କାମ କରୁଥିବା ବ୍ୟକ୍ତି ଦୁଇ ଜଣ ଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ସବୁ ଥାନା ମାନଙ୍କରେ ଏଫଆଇଆର କରାଯାଉଛି, ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ ଶାଖା ତରଫରୁ ଜୁନାଗଡ ଥାନା ରେ ଏଫଆଇଆର କରାଯାଇଛି । ଉପଦେଷ୍ଟା ଚିତ୍ତରଞ୍ଜନ ନିଆଲ, ବ୍ଳକ କାର୍ଯ୍ୟକାରୀ ସଭାପତି ରାଜାରାମ ଡଙ୍ଗରି,ଡୋଲେଶର ଖମାରି, ସୁନ୍ଦରଳାଲ କୁମାର,,ମଦନମୋହନ ନାଏକ,,ସତ୍ୟ ନାରାୟଣ ବୈଶ ଏହିଭଳି ଅନେକ କର୍ମକର୍ତ୍ତା,, ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନ ହେଲେ ଆଗକୁ ରାଜ୍ଯବ୍ୟାପି ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗଂଜେଇ ଓ କପ ସିରଫ ଜବତ, ଜଣେ ଗିରଫ

Sunil Chandra Nayak

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଳ ଛାୟା ପ୍ରକଳ୍ପ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟ ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି । କୋଟି କୋଟି ଟଙ୍କା ହଡ଼ପ 

masiha

ଜମି ବିବାଦକୁ ନେଇ ରାତ୍ର ରେ ଶୋଇ ଥିବା ଜ୍ବାଇଁ କୁ ହତ୍ୟା କଲା ଶଳା 

masiha

Leave a Comment

error: Content is protected !!