ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ବର୍ଣ୍ଣାଳୀ ଟିମ ର ବିଦ୍ୟାଳୟ ପରିଦର୍ଶନ – ସଚେତନତା ଓ ସ୍ଥିତି ପରଖିବା            

ରାଜ୍ୟ ବର୍ଣ୍ଣାଳୀ ଟିମ ର ବିଦ୍ୟାଳୟ ପରିଦର୍ଶନ – ସଚେତନତା ଓ ସ୍ଥିତି ପରଖିବା            

ନବରଙ୍ଗପୁର:(୧୩|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକରା ପାଲା,ମଇଦଲ ପୁର, ରାଜ୍ୟ ବର୍ଣ୍ଣାଳୀ ଟିମର ମୁଖ୍ୟ ଅମୂଲ୍ୟ ବରିହା ସାର ଛାତ୍ର ଛାତ୍ରୀମାନଙ୍କ ସହ ବର୍ଣ୍ଣାଳୀ ପୁସ୍ତକ, ସାମାଜିକ ସମତା ଓ ଲିଙ୍ଗଗତ ଵୈଷମ୍ୟତା ଦୂରୀକରଣ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ବାବଦରେ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ରାଜ୍ୟ ବର୍ଣ୍ଣାଳୀ ଟିମ ର ମୁଖ୍ୟ ଅମୂଲ୍ୟ ବରିହା ସାର ଙ୍କ ଉପସ୍ଥିତି ରେ ପିଲାଙ୍କ ସହ ପରିଦର୍ଶନର ଆଭିମୁଖ୍ୟ ବାବଦରେ ଆଲୋଚନା କରିଥିଲେ। ପରିଦର୍ଶନର ଆଭିମୁଖ୍ୟ ବାବଦରେ ସି.ଆର.ସି.ସି.ଵାଵୁଲାଲ ମତ ଦେଇଥିବା ବେଳେ ପିଲାଙ୍କ ଭିତରେ ଉତ୍ସାହକୁ ରାଜ୍ୟଟିମ ର ବରିହା ସାର ପିଲାଙ୍କ ଅଂଶ ଗ୍ରହଣ ଓ ସଚେତନତା ପାଇଁ ଖୁସି ପ୍ରକଟ କରିଥିଲେ।ଗ୍ରାଉଣ୍ଡ ଜିରୋ ପଏଣ୍ଟ ରେ ଆସି ବର୍ଣ୍ଣାଳୀର ମୁଖ୍ୟ ବରିହା ସାର ପିଲାଙ୍କ ସହ ମତ ବିନିମୟ ରେ ପୁସ୍ତକ ଲେଖିବା ରେ ଓ ନୂତନତା ଭାବରେ କାର୍ଯ୍ୟ କରିବା କଳା କୌଶଳ ଉପସ୍ଥାପନା ରେ ପିଲାମାନଙ୍କ ସହ ଆଲୋଚନାରେ ମଜ୍ଜି ଯାଇଥିଲେ। ବର୍ଣ୍ଣାଳୀ ଟିମର ପୁସ୍ତକ ପ୍ରଣେତା ର ଟିମ ର ସଦସ୍ୟ ବରିହା ସାରଙ୍କୁ ପିଲାମାନେ ଅନ୍ତରରୁ ଶୁଭେଛା ଜଣାଇଥିଲେ ।। ସି.ଆର.ସି.ସି. ଓ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗ ଓ ଅଂଶଗ୍ରହଣ କୁ ପ୍ରଶଂସା କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ରାଜ୍ଯ ସରକାର ଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ କଳା ବ୍ୟାଜ୍ ପରିଧାନ

ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ 

Sunil Chandra Nayak

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ ୩୪ ଯୋଡି ଙ୍କ ସାମୁହିକ ବିବାହ

Sunil Chandra Nayak

Leave a Comment

error: Content is protected !!