ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଓବାଦୀ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି: କଳାହାଣ୍ଡି ଏସ୍ ପି ପୁଲିସ ପକ୍ଷରୁ ପୋଷ୍ଟର ରେ ସୁଚନା ଦିଆ ଯାଇଛି 

ମାଓବାଦୀ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି: କଳାହାଣ୍ଡି ଏସ୍ ପି ପୁଲିସ ପକ୍ଷରୁ ପୋଷ୍ଟର ରେ ସୁଚନା ଦିଆ ଯାଇଛି 

ନର୍ଲା:- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କଦମ ଗୁଡା, ଵାଲା ପଦର, ସମାଝୁଲା, ମୁଣ୍ଡି ଘାଟି,ଡିଗେରି, ପାଲକି, ସିରିଗାଁ, କନ୍ଧମାଳ ଜିଲ୍ଲାର ବର ଗାଁ, ମାକର ଚୁଁଆଁ, ଝିରିପାନି, ବରଗୁଡା,ଉଡିଲିପା, ଦଶଘାଟି ପ୍ରଭୃତି ଅଞ୍ଚଳ ରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ଏସବୁ ପୋଷ୍ଟରରେ ମାଓବାଦୀଙ୍କ ଫୋଟୋ ଓ ନାମ ଜାରି କରାଯାଇଛି ସେମାନଙ୍କ ସଂକ୍ରାନ୍ତରେ କେହି ସୂଚନା ଦେଲେ ତାଙ୍କୁ ମାଓ ବାଦୀ ମୁଣ୍ଡ ପିଛା ଅନୁଯାୟୀ ପ୍ରାୟ ୪ କୋଟିରୁ ଉର୍ଦ୍ଧ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି ପୋଷ୍ଟର ଅନୁଯାଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ପାଇଁ ସର୍ବାଧିକ ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ସେଇଭଳି ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ସୁଦର୍ଶନ ଔରାଫ ବିକାଶ ପାଇଁ ପଚାଶ ଲକ୍ଷ୍ୟ ନିଖିଳ ଔରାଫ ଶିବାଜୀ ପାଇଁ ୫୦ ଲକ୍ଷ ଅଙ୍କିତା ଔରଫ ଇନ୍ଦୁ ପାଇଁ ୫୦ଲକ୍ଷ ମାଓବାଦୀ ମିଲିଟାରୀ ପ୍ଲାଟୋନ କମାଣ୍ଡାର ଶୀଳା ଔରଫ ନାଗମଣୀ ପାଇଁ ୨୦ଲକ୍ଷ ଡିଭିଜିନାଲ କମିଟି ସଦସ୍ୟ ମମତା ଔରଫ ସାଇ ଦେ ପାଇଁ ୨୦ଲକ୍ଷ ନକୁଳ ଔରଫ ପାଇଁ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ଏମାନଙ୍କ ମୁଣ୍ଡ ପିଛା ଉପରୋକ୍ତ ପୁରସ୍କାର ରାଶି ଘୋଷଣା ହେଇଛି ଯିଏ ସୂଚନା ଦେବ ତାକୁ ପୁରସ୍କାର ଦିଆ ଯିବ ଓ ତାଙ୍କ ନାମ ଗୋପନ ରଖାଯିବବୋଲି ଉଲ୍ଲେଖ ରହିଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପୁରୁଣା ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ ….

Sunil Chandra Nayak

ସାଢେ ୩ଫୁଟିଆ ଚନ୍ଦ୍ର ନାଗ ଉଦ୍ଧାର

masiha

Leave a Comment

error: Content is protected !!