ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଜନ ସୁରକ୍ଷା ଯୋଜନା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନର୍ଲା ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ମେନେଜର ଉମେଶ କୁମାର ଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଆଜି ଜନ ସୁରକ୍ଷା ଯୋଜନା ଅଭିଯାନ ଉପରେ ବାର୍ତ୍ତା ପ୍ରଦାନ୍ କରିଥଲେ।ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ରେ ଖାତା ଖୋଲିବା 

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ନାମାଙ୍କନ 

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ନାମାଙ୍କନ 

ଅଟଳ ପେନସନ ଯୋଜନା ରେ ନାମାଙ୍କନ 

ନିଷ୍କ୍ରିୟ ହୋଇଯାଇଥିବା ଖାତାର ପୁନଃ ପ୍ରମାଣିକରଣ 

ଡିଜିଟାଲ ଧୋକାଧାଡି ଅଙ୍କିଲେମଡ଼ ଜମା ରାଶି ଏବଂ ଅଭିଯୋଗ ସମାଧାନ ବିଷୟରେ ସମସ୍ତ ଜନ ସାଧାରଣଙ୍କୁ ସଚେତନତା କରିବା ସହ ସମସ୍ତେ ବୀମା ଓ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ସୁବିଧା ପାଆନ୍ତୁ ବୋଳି ବାର୍ତ୍ତା ଦେଇ ଇଥିଲେ l ଏଥିରେ ବ୍ୟାଙ୍କ୍ କର୍ମଚାରୀଙ୍କ ସହିତ ବ୍ୟାଙ୍କ ମିତ୍ର ମଉନା ଗଡତିଆ , ସି.ଆର୍.ପି ରେବତୀ ପୋଢ଼, ଏମ୍.ବି.କେ ସୀମା ସାହୁ, ସି.ଆର୍.ପି ଅର୍ଚ୍ଚନା ନାଗ୍ , ଏ.ସି.ଏମ୍ ଯାଜ୍ଞସେନେ ପାଢ଼ୀ, ନାୟବ ସରପଞ୍ଚ ଅମୁଲ୍ୟ ସାହୁ, ୩ନମ୍ୱର ୱାର୍ଡ ମେମ୍ବର ଭାଗ୍ୟବତୀ ସାହୁ ତଥା ବାଗପୁର ଗ୍ରାମ ର ବହୁ ପୁରୁଷ ମହିଳା ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଉତ୍କଳ ହସ୍‌ପିଟାଲରେ ଲାପାରୋସ୍କୋପି ଉଦ୍‌ଘାଟିତ

masiha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

ରାଜ୍ୟ ପୋଲିସ ମୁଖ୍ୟାଳୟ –  ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଟିତ 

masiha

Leave a Comment

error: Content is protected !!