ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, ୩୧/୧୦: ଢେଙ୍କାନାଳ ପଦ୍ମ ବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ୱର ପୂଜା ଉପଲକ୍ଷେ ଆଜି ପବିତ୍ର ଅଁଳା ନବମୀରେ ସ୍ଥାନୀୟ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ୨୧ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କଳସ ଧରି ବାଦ୍ୟ ଦ୍ବାରା ସହର ପରିକ୍ରମା କରାଯାଇ ମଣ୍ଡପରେ ପହଁଚିଥିଲେ । ପରେ କାର୍ତିକେଶ୍ୱରଙ୍କର ଅଧୁବାସ ପୂଜା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ସକାଳୁ ନୀତି ପୂଜା, ମଧ୍ୟାହ୍ନ ପୂଜା, ସଂଧ୍ୟା ଆଳତି ସହିତ ବିଭିନ୍ନ ଭୋଗ କାର୍ତିକେଶ୍ୱରଙ୍କ ପାଖରେ ଲାଗି କରାଯିବ। ପ୍ରତ୍ୟେକ ଦିନ ପ୍ରତଃପୂଜା ଓ ହୋମ ସହିତ ଆସନ୍ତା ୫ ତାରିଖ କାର୍ତିକ ପୂର୍ଣ୍ଣିମା ଦିନ ପୂର୍ଣାହୁତି ଅନୁଷ୍ଠିତ ହେବ । ମୁଖ୍ୟ ପୂଜକ ସିଦ୍ଧେଶ୍ଵର ମିଶ୍ର ଓ କର୍ତା ସୁଜିତ୍ କୁମାର ସାହୁ ଏବଂ କର୍ତୀ ଝୁନୁ ସାହୁ ସମସ୍ତ ପୂଜାକୁ ସଂପାଦନ କରିଥିବାବେଳେ କର୍ମକର୍ତା ଦେବବ୍ରତ ସାହୁ, ଶ୍ରୀନିବାସ ସାହୁ, ସାନୁ ପୃଷ୍ଟି, ସଞ୍ଜୟ ସାହୁ, ସାଗତ କୁମାର ସାହୁ, ବିଚିତ୍ର ସାହୁ, ଅନିଲ୍ ସାହୁ, ଲିଙ୍କୁ ସାହୁ ଓ ଜିଲୁ ସାହୁଙ୍କ ସମେତ ବହୁ କର୍ମକର୍ତା ସାହାଯ୍ୟ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ

masiha

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

masiha

Leave a Comment

error: Content is protected !!