ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

କଟକ : କଟକ ସଦର ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟିର ଆନୁକୂଲ୍ୟରେ ୪୨ ମୌଜା ସ୍ଥିତ ବ୍ରହ୍ମପୁର ଓ କେଣ୍ଟକାର ସ୍ଥିତ ବୃଦ୍ଧାଶ୍ରମରେ ପୁର୍ଣ୍ଣମୀ ଦିନ ଖାଦ୍ୟ ବିତରଣ କରାଯାଇଥିଲା । ଏଥିରେ ଗ୍ରାମର ଅଧିକାରୀ ଚିନ୍ମୟ ଦେବତା,କମିଟିର ସଦସ୍ୟ ସୁଶାନ୍ତ କୁମାର ଦେବତା,ପ୍ରମୋଦ ଦେବତା,ଶ୍ରୀଧର ଦେବତା,ଜଗନ୍ନାଥ ସାହୁ ଓ ବିଶ୍ଵ ରଞ୍ଜନ ଦେବତା ପ୍ରମୂଖ ସହଯୋଗ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ନିହାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

masiha

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

ସ୍ମାର୍ଟ ବିଦ୍ୟାଳୟ ର ପାଚେରୀ ଭାଙ୍ଗି ଗଲା

Sunil Chandra Nayak

Leave a Comment

error: Content is protected !!